ETV Bharat / sitara

ହଲିଉଡ ଫିଲ୍ମ 'ଜନ୍ କ୍ୟୁ'ର ରିମେକ୍ ବିଦ୍ୟୁତ୍‌ ଜାମୱାଲଙ୍କ 'ସନକ' !

author img

By

Published : Jan 27, 2021, 4:21 PM IST

ବଲିଉଡର ଆକ୍ସନ ହିରୋ ବିଦ୍ୟୁତ ଜାମୱାଲ ଏବେ ଫିଲ୍ମ ନିର୍ମାତା ବିପୁଲ ଶାହାଙ୍କ ପରବର୍ତ୍ତୀ ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନାମ 'ସନକ' ହେବ ଏବଂ କୁହାଯାଉଛି ଯେ ଏହା ହଲିଉଡ ଫିଲ୍ମ 'ଜନ୍ କ୍ୟୁ' ର ହିନ୍ଦୀ ରିମେକ୍ ହେବ । ଅଧିକ ପଢନ୍ତୁ...

vidyut-jammwal-next-movie-sanak-is-official-remake-of-hollywood-film-john-q-watch-first-look
ବିଦ୍ୟୁତ ଜାମୱାଲଙ୍କ 'ସନକ' ହଲିଉଡ ଫିଲ୍ମ 'ଜନ୍ କ୍ୟୁ' ର ରିମେକ୍ !

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ଭାବେ ଚର୍ଚ୍ଚିତ ବିଦ୍ୟୁତ ଜାମୱାଲ ଏବେ ଫିଲ୍ମ ନିର୍ମାତା ବିପୁଲ ଶାହାଙ୍କ ପରବର୍ତ୍ତୀ ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନାମ 'ସନକ' ହେବ ଏବଂ ଏହାର ଫାଷ୍ଟ ଲୁକ୍ ଗଣତନ୍ତ୍ର ଦିବସ ଅବସରରେ ଗୋଟିଏ ଦିନ ପୂର୍ବରୁ ମୁକ୍ତିଲାଭ କରିଛି । ଏହା ଏକ ଆକ୍ସନ୍ ଫିଲ୍ମ ହେବ ଏବଂ ଏହା କୁହାଯାଉଛି ଯେ ଏହା ହଲିଉଡ ଫିଲ୍ମ 'ଜନ୍ କ୍ୟୁ' ର ହିନ୍ଦୀ ରିମେକ୍ ହେବ ।

ଫିଲ୍ମର ଫାଷ୍ଟ ଲୁକରେ ବିଦ୍ୟୁତ ଡାକ୍ତରଖାନାର ବେଡ୍‌ରେ ବସିଥିବାର ନଜର ଆସିଛନ୍ତି । ଦ୍ବିତୀୟ ଫଟୋରେ ବିଦ୍ୟୁତଙ୍କୁ କିଛି ଲୋକ ବନ୍ଧୁକ ମୁନରେ କଏଦ କରି ରଖିଥିବାର ନଜର ଆସିଛନ୍ତି ।

କୁହାଯାଉଛି ଯେ ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ଏବଂ ଏହା ମାର୍ଚ୍ଚ 2021 ସୁଦ୍ଧା ଶେଷ ହେବ ।

2002 ଚଳଚ୍ଚିତ୍ର 'ଜନ୍ କ୍ୟୁ'ରେ ଡେନଜାଲ୍ ୱାଶିଂଟନ୍ ମୁଖ୍ୟ ଭୂମିକାରେ ଥିଲେ ।

ଫିଲ୍ମ 'ସନକ'ରେ ବିଦ୍ୟୁତଙ୍କ ବ୍ୟତୀତ ଚନ୍ଦନ ରୟ, ନେହା ଧୁପିଆ ଏବଂ ବଙ୍ଗଳା ଅଭିନେତ୍ରୀ ରୁକମିନି ମ୍ୟତ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରଟି ବିପୁଲ ଶାହାଙ୍କ ଦ୍ବାରା ନିର୍ମିତ ଏବଂ ନିର୍ଦ୍ଦେଶନା ଦେଇଛନ୍ତି କନିଷ୍କା ବର୍ମା । 2021 ଶେଷ ସୁଦ୍ଧା ଏହା ରିଲିଜ ହେବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.