ETV Bharat / sitara

'ପଡୋଶୀ'ଙ୍କ ପୋଷା କୁକୁର ସହିତ ଫଟୋ ସେୟାର କଲେ ବିକି - 'ପଡୋଶୀ'ଙ୍କ ପୋଷା କୁକୁର ସହିତ ଫଟୋ

ବଲିଉଡ ଅଭିନେତା ବିକି କୌଶଲ ତାଙ୍କ ପଡ଼ୋଶୀଙ୍କ ପୋଷା କୁକୁର 'ବେଲା' ସହିତ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

vicky-kaushal-shares-adorable-picture-posing-with-padosan
'ପଡୋଶୀ'ଙ୍କ ପୋଷା କୁକୁର ସହିତ ଫଟୋ ସେୟାର କଲେ ବିକି
author img

By

Published : Dec 20, 2020, 10:43 PM IST

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ତାଙ୍କ ପଡ଼ୋଶୀଙ୍କ ପୋଷା କୁକୁର 'ବେଲା' ସହିତ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଫଟୋରେ ବିକି 'ବେଲା'କୁ କୋଳରେ ଧରିଥିବାର ଦେଖିବାକୁ ମିଳିଥିଲା । ଏଥିରୁ ଜଣାପଡୁଛି ଯେ ବିକି ଏହି ବନ୍ଧୁଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଫଟୋରେ 'ବେଲା' ତାଙ୍କ ସହ ଏକ ବନ୍ଧୁତ୍ବପୂର୍ଣ୍ଣ ଅନ୍ଦାଜରେ ନଜର ଆସିଛି ।

ଏହି ଫଟୋ ସହିତ ବିକି କ୍ୟାପସନରେ ଲେଖିଛନ୍ତି, "ପଡୋଶନ୍ .. ବେଲା।"

ବିକିଙ୍କ ଏହି ପୋଷ୍ଟକୁ ହଜାରରୁ ଅଧିକ ହଜାର ଲାଇକ୍ ମିଳିସାରିଛି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ, ବିକି ଫିଲ୍ମ 'ଦ ଇମୋର୍ଟାଲ ଅଶ୍ବତଥାମା'ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.