ETV Bharat / sitara

ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର - Veteran singer SP Balasubrahmanyam health remains stable

କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ବାଲସୁବ୍ରମଣ୍ୟମଙ୍କୁ ଅଗଷ୍ଟ 5ରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଶୁକ୍ରବାର ହଠାତ୍ ସେ ପୁଣି ଅସୁସ୍ଥ ହୋଇପଡିଥିଲେ । ଏବେ ତାଙ୍କୁ ଆଇସିୟୁରେ ରଖାଯାଇଛି । ବର୍ତ୍ତମାନ ଡାକ୍ତରଙ୍କ ସୂଚନା ଅନୁଯାୟୀ, ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଅଧିକ ପଢନ୍ତୁ...

Veteran singer SP Balasubrahmanyam health remains stable says doctors
ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର
author img

By

Published : Aug 15, 2020, 7:23 PM IST

ମୁମ୍ବାଇ: 2020 ଫିଲ୍ମ ଜଗତ ପାଇଁ କାଳ ସାଜିଛି । ଅନେକ ସେଲିବ୍ରିଟିଙ୍କ ବିୟୋଗ ହୋଇସାରିଛି । ସେହିପରି ବର୍ତ୍ତମାନ କିଛି ସେଲିବ୍ରିଟିଙ୍କ ଅସୁସ୍ଥ ଖବର ସମସ୍ତଙ୍କୁ ନିରାଶ କରିଦେଇଛି । ନିକଟରେ ସଞ୍ଜୟ ଦତ୍ତଙ୍କ କ୍ୟାନସର ଖବର ଆଉ ଏବେ ଭେଟେରାନ୍ ପ୍ଲେ ସିଙ୍ଗର ଏସପି ବାଲସୁବ୍ରମଣ୍ୟମଙ୍କ ଅସୁସ୍ଥ ଖବରକୁ ନେଇ ଦୁଃଖୀ ସମସ୍ତେ ।

Veteran singer SP Balasubrahmanyam health remains stable says doctors
ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର

କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ବାଲସୁବ୍ରମଣ୍ୟମଙ୍କୁ ଅଗଷ୍ଟ 5ରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ । ହେଲେ ଶୁକ୍ରବାର ହଠାତ୍ ସେ ପୁଣି ଅସୁସ୍ଥ ହୋଇପଡିଥିଲେ । ଏବେ ତାଙ୍କୁ ଆଇସିୟୁରେ ରଖାଯାଇଛି ।

ବର୍ତ୍ତମାନ ଡାକ୍ତରଙ୍କ ସୂଚନା ଅନୁଯାୟୀ, ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

ପ୍ରକାଶ ଥାଉ କି, ଗତକାଲି ଅଗଷ୍ଟ 14 ଦିନ ଡାକ୍ତରଖାନା ପରିଚାଳନା ଏକ ବୟାନ ଜାରି କହିଥିଲେ ଯେ, ଏସପିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.