ETV Bharat / sitara

କୋରୋନାରୁ ମୁକ୍ତ ହେଲେ ବରୁଣ - କୋରୋନାରୁ ମୁକ୍ତ ହେଲେ ବରୁଣ

ଏବେ ବରୁଣ କୋରୋନାରୁ ମୁକ୍ତ ହୋଇ ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ର ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିକଟରେ ସେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଅଧିକ ପଢନ୍ତୁ...

varun-dhawan-tests-negative-for-covid-19
କୋରୋନାରୁ ମୁକ୍ତ ହେଲେ ବରୁଣ
author img

By

Published : Dec 16, 2020, 7:01 PM IST

ମୁମ୍ବାଇ: ଏବେ ଅଭିନେତା ବରୁଣ ଧୱନ କୋରୋନାରୁ ମୁକ୍ତ ହୋଇ ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ର ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିକଟରେ ସେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ଡିସେମ୍ବର ପ୍ରଥମ ସପ୍ତାହରେ ବରୁଣଙ୍କ କୋ-ତାରକା ନୀତୁ କପୁର, ମନୀଷ ପଲ ଏବଂ 'ଜୁଗ୍ ଜୁଗ୍ ଜିଓ'ର ନିର୍ଦ୍ଦେଶକ ରାଜ ମେହେତା ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ଚଳଚ୍ଚିତ୍ରର ଏକ ସୂତ୍ରରୁ ଜଣାଯାଇଛି ଯେ, ବରୁଣ ଏବଂ ରାଜ ବର୍ତ୍ତମାନ ସୁସ୍ଥ ହୋଇ 19 ଡିସେମ୍ବରରୁ ଚଣ୍ଡିଗଡ଼ରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ।

କିଛି ଦିନ ପୂର୍ବରୁ, ନୀତୁଙ୍କ କୋଭିଡ-19ର ରିପୋର୍ଟ 11 ଡିସେମ୍ବରରେ ନେଗେଟିଭ ଆସିଥିଲା ​​। ଏଥିସହିତ ମନୀଷଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ କୌଣସି ସୂଚନା ମିଳିନାହିଁ ।

ପ୍ରକାଶ ଥାଉ ଯେ, ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ରେ ଅନିଲ କପୁର, କିଆରା ଆଡଭାନୀ ଏବଂ ପ୍ରଜାକ୍ତା କୋଲି ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ରଟି କରଣ ଜୋହରଙ୍କ ଦ୍ବାରା ନିର୍ମିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.