ETV Bharat / sitara

କୋରୋନାକୁ ନେଇ ବରୁଣଙ୍କ ମଜାଦାର ରାପ୍

author img

By

Published : Mar 29, 2020, 7:02 AM IST

କାର୍ତ୍ତିକ ଆର୍ୟନଙ୍କ କୋରୋନା ଥିମ ମନୋଲୋଜ ପରେ ଅଭିନେତା ବରୁଣ ଧୱନ ଶୁକ୍ରବାର ଦିନ ଏକ ଲକଡାଉନ ଥିମ ରାପ୍ ଲେଖିଛନ୍ତି । ଏହାସହ କରୋନାଭାଇରସ ବିସ୍ତାରକୁ ରୋକିବା ପାଇଁ ଲୋକମାନଙ୍କୁ ଲକଡାଉନକୁ ଗମ୍ଭୀରତାର ସହ ନେବାକୁ ଅନୁରୋଧ ମଧ୍ୟ କରିଥିଲେ । ଆହୁରି ପଢନ୍ତୁ...

Varun Dhawan shares coronavirus awareness rap
କରୋନାଭାଇରସ ସଚେତନତା ର୍ୟପ ଲେଖିଲେ ବରୁଣ ଧୱନ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ଲୋକମାନଙ୍କୁ ତାଙ୍କ କୋରୋନା ଭାଇରସ ରାପ୍‌ ସହିତ ଘରେ ରହିବାକୁ କହିଥିଲେ । ଏହି ରାପ୍‌ ଗୀତକୁ ସମର୍ଥନ କରିବା ପାଇଁ ଅଭିନେତା ଏକ ମଜାଳିଆ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ । ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ COVID-19 ବିରୋଧରେ ଏକ ସତର୍କତାମୂଳକ ପଦକ୍ଷେପ ଉପରେ ଦେଶବ୍ୟାପୀ ଲକଡାଉନ ଉପରେ ଘୋଷଣା କରିଥିଲେ ।

ଏହି ଭିଡିଓରେ ବ୍ରିଟିଶ ଟେଲିଭିଜନ ଧାରାବାହିକ 'ଟେଲିଟୁବିଜ'ର ଏକ ଦୃଶ୍ୟ, ଶାହରୁଖ ଖାନ ଏବଂ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ' ଦେବଦାସ'ର ଏକ ଦୃଶ୍ୟ ଦର୍ଶାଇଥିଲେ । ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଲକଡାଉନରେ ଆପଣ ପାର୍ଲରକୁ ଯାଇପାରିବେ ନାହିଁ, ରାସ୍ତାରେ ବୁଲୁପାରିବେ ନାହିଁ, ତୁମେ ପରିବା କିଣିବାକୁ ଯାଇପାରିବ ନାହିଁ, "ଧୱନ ରାପ୍‌ ।

ଅଭିନେତା ଧୱନ ତା’ପରେ ତାଙ୍କ ରେଫ୍ରିଜରେଟର ଆଡକୁ ଯାଇ କହିଥିଲେ ଯେ,‘ବାହାର ଯାୟୋଗେ ତୋ କୋରୋନା ହୋଗା, ଗେଡି କିୟା ତୋ କରୋନା ହୋଗା, ପ୍ୟାର କିଆ ତୋ ଦିଲ ତୁଟେଗା, ଦିଲ ତୁଟେଗା ତୋ ଦର୍ଦ ହୋଗା ... କିୟୁ ... ******ଲକଡାଉନ, ଅଭିନେତାଙ୍କ ରାପ୍ ।

ଏହାସହ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରି 'ଜୁଡଓ୍ବା ୨' ଅଭିନେତା ଏହି ଭିଡିଓକୁ ଶେଷ କରି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.