ETV Bharat / sitara

ପ୍ରଶଂସକଙ୍କ ସହ ପେଣ୍ଟବଲ ଖେଳିଲେ ଜାହ୍ନବୀ ଓ ବରୁଣ

ଅଂଶୁଲା କପୁରଙ୍କ ଚ୍ୟାରେଟିକୁ ସାହାଯ୍ୟ କରିବାକୁ ଯାଇ ଫିଲ୍ମ ସୁଟିଂକୁ ଅଧାରେ ରଖି ପ୍ରଶଂସକଙ୍କ ସହ ସମୟ ବିତାଇଲେ ବରୁଣ ଧୱନ ଓ ଜାହ୍ନବୀ । ଅଂଶୁଲାଙ୍କ ଏହି ଚ୍ୟାରେଟିରେ ଅନଲାଇନରେ ଟଙ୍କା ମଧ୍ୟ ପଇଠ କରିପାରିବ ।

author img

By

Published : Oct 23, 2019, 3:02 PM IST

ଫଟୋ ସୌଜନ୍ୟ: ବରୁଣ ଧୱନ

ମୁମ୍ବାଇ: ହ୍ୟାଣ୍ଡସମ ବରୁଣ ଧୱନ ଓ ଜାହ୍ନବୀ କପୁର ନିଜ ବ୍ୟସ୍ତ ସୁଟିଂ ସିଡ୍ୟୁଲ ପୁରା କରି ଫ୍ୟାନ୍ସଙ୍କ ସହ ପେଣ୍ଟବଲ ଖେଳର ଆନନ୍ଦ ନେଇଛନ୍ତି । ସୋମବାର ପ୍ରଶଂସକଙ୍କ ସହ ବରୁଣ ଓ ଜାହ୍ନବୀଙ୍କ ମସ୍ତି ବାସ୍ତବରେ ଫ୍ୟାନକାଉଣ୍ଟ ନାମକ ଏକ ଅଭିଯାନର ଅଂଶ ଥିଲା । ଯାହାକୁ ଅର୍ଜୁନ କପୁରଙ୍କ ଭଉଣୀ ଟଙ୍କା ସଂଗ୍ରହ କରିବା ପାଇଁ ଲଞ୍ଚ କରିଛନ୍ତି ।

ପ୍ରକାଶ ଥାଉକି ଅଂଶୁଲା ଏକ ଚ୍ୟାରେଟି ବିଜନେସ ଆରମ୍ଭ କରିଛନ୍ତି । ଏହା ଜରିଆରେ ଅଂଶୁଲା ଏକ ଏମିତି ପ୍ଲାଟଫର୍ମ ନେଇ ଆସିଛନ୍ତି । ଯେଉଁଥିରେ ଅନଲାଇନ ଟଙ୍କା ଜମା କରାଯାଇପାରିବ । ସେ ପୂର୍ବରୁ ହିଁ ଅନେକ ସେଲିବ୍ରିଟିଙ୍କୁ ଟଙ୍କା ସମ୍ପୃକ୍ତ କରିବାରେ ସାମିଲ କରିସାରିଛନ୍ତି । ଏଥିରେ ପ୍ରଶଂସକଙ୍କୁ ନିଜ ପସନ୍ଦୀୟ ଷ୍ଟାର୍ସଙ୍କ ସହ ସମୟ ବିତାଇବାକୁ ମିଳିଥାଏ ।

ଏହି ଅବସରରେ ବରୁଣ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ସେୟାର କରିଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି, ‘ଏହି ଖେଳ ପାଇଁ ପ୍ରଶଂସକଙ୍କ ଏବଂ ଜାହ୍ନବୀଙ୍କୁ ଧନ୍ୟବାଦ । ସୁଟିଂ ନହେବାରୁ ମୁଁ ଦୁଃଖି ।’

ଏବେ ବରୁଣ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ‘କୁଲି ନମ୍ବର 1’ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ଫିଲ୍ମର ଫାଷ୍ଟ ମୋଶନ ପୋଷ୍ଟର ଜାରି ହୋଇଥିଲା । ଫିଲ୍ମକୁ ଆସନ୍ତା ବର୍ଷ ମେ 1ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.