ETV Bharat / sitara

ନୋରାଙ୍କୁ ଫଲୋ କରୁଛନ୍ତି ବରୁଣ, ଦେଖନ୍ତୁ ଭିଡିଓ

ଅଭିନେତା ବରୁଣ ମଜାମସ୍ତୀ କରିବାର କୌଣସି ମୌକା ହାତଛଡା କରିନ୍ତି ନାହିଁ ତାହା ତ ଆପଣମାନେ ଜାଣିଥିବେ। ଆଉ ଏମିତିରେ ତାଙ୍କ ସହ ଯଦି ଡାନ୍ସର ନୋରା ଫତେହୀ ମିଶିଗଲେ, ତେବେ ତ ଯୋଡି ଜମିବ ହିଁ ନା...

author img

By

Published : Mar 20, 2019, 10:48 AM IST

Updated : Mar 20, 2019, 11:48 AM IST

ଫାଇଲ ଫଟୋ

ମୁମ୍ବାଇ: ଅଭିନେତା ବରୁଣ ଧୱନ ଓ ନୋରା ଫତେହୀ ଖୁବଶିଘ୍ର ପରଦାରେ ଫିଲ୍ମ 'ଷ୍ଟ୍ରିଟ ଡାନ୍ସର 3ଡି'ରେ ଏକାଠି ନଜର ଆସିବାକୁ ଯାଉଛନ୍ତି। କିନ୍ତୁ ଫିଲ୍ମ ପୂର୍ବରୁ ଉଭୟଙ୍କ ଡାନ୍ସ ସୋସିଆଲ ମିଡିଆରେ ପ୍ରାୟ ଭାଇରାଲ ହେବାର ଲାଗିଛି। ଏବେ ମଧ୍ୟ ସେମିତି ଗୋଟିଏ ଭିଡିଓ ଜୋରଦାର ଭାଇରାଲ ହେବାର ଲାଗିଛି, ଯେଉଁଥିରେ ବରୁଣ ଫଲୋ କରୁଛନ୍ତି ନୋରାଙ୍କ ଡାନ୍ସ ଷ୍ଟେପ...

ଭିଡିଓରେ ବରୁଣ ନୋରାଙ୍କ ସହ ତାଳରେ ତାଳ ମିଶାଇ ଦିଲବର ଷ୍ଟେପ କରୁଛନ୍ତି। ପ୍ରଥମେ ନୋରା ଡାନ୍ସ ଆରମ୍ଭ କରିଛନ୍ତି, ଆଉ ତାପରେ ଯେବେ ବରୁଣ ବି ନୋରାଙ୍କ ସହ ଡାନ୍ସ କରିବାକୁ ଆସିବାରୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ତାଙ୍କୁ ଚିୟର କରିଥିଲେ।

ପ୍ରକାଶ ଥାଉକି, ଫିଲ୍ମ 'ଷ୍ଟ୍ରିଟ ଡାନ୍ସର 3ଡି'ରେ ବରୁଣ ଓ ନୋରାଙ୍କ ଛଡା ଶ୍ରଦ୍ଧା କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ସୁଟିଂ ଲଣ୍ଡନରେ ସରିଛି। ଏହାର ନିର୍ଦ୍ଦେଶନା ରେମୋ ଡିସୌଜା ଦେଇଥିବାବେଳେ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଭୂଷଣ କୁମାର। ଫିଲ୍ମଟି ନଭେମ୍ବର 8ତାରିଖରେ ରିଲିଜ ହେବାକୁ ଯାଉଛି ।

Intro:Body:

ମୁମ୍ୱାଇ: ଅଭିନେତା ବରୁଣ ଧୱନ ଓ ନୋରା ଫତେହୀ ଖୁବଶିଘ୍ର ପରଦାରେ ଫିଲ୍ମ 'ଷ୍ଟ୍ରିଟ ଡାନ୍ସର 3ଡି'ରେ ଏକାଠି ନଜର ଆସିବାକୁ ଯାଉଛନ୍ତି । କିନ୍ତୁ ଫିଲ୍ମ ପୂର୍ବରୁ ଉଭୟଙ୍କ ଡାନ୍ସ ସୋସିଆଲ ମିଡିଆରେ ପ୍ରାୟ ଭାଇରାଲ ହେବାର ଲାଗିଛି । ଏବେ ମଧ୍ୟ ସେମିତି ଗୋଟିଏ ଭିଡିଓ ଜୋରଦାର ଭାଇରାଲ ହେବାର ଲାଗିଛି, ଯେଉଁଥିରେ  ବରୁଣ ଫଲୋ କରୁଛନ୍ତି ନୋରାଙ୍କ ଡାନ୍ସ ଷ୍ଟେପ...

ଭିଡିଓରେ ବରୁଣ ନୋରାଙ୍କ ସହ ତାଳରେ ତାଳ ମିଶାଇ ଦିଲବର ଷ୍ଟେପ କରୁଛନ୍ତି । ପ୍ରଥମେ ନୋରା ଡାନ୍ସ ଆରମ୍ଭ କରିଛନ୍ତି, ଆଉ ତାପରେ ଯେବେ ବରୁଣ ବି ନୋରାଙ୍କ ସହ ଡାନ୍ସ କରିବାକୁ ଆସିବାରୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ତାଙ୍କୁ ଚିୟର କରିଥିଲେ ।

ପ୍ରକାଶ ଥାଉକି, ଫିଲ୍ମ 'ଷ୍ଟ୍ରିଟ ଡାନ୍ସର 3ଡି'ରେ ବରୁଣ ଓ ନୋରାଙ୍କ ଛଡା ଶ୍ରଦ୍ଧା କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ସୁଟିଂ ଲଣ୍ଡନରେ ସରିଛି। ଏହାର ନିର୍ଦ୍ଦେଶନା ରେମୋ ଡିସୌଜା ଦେଇଥିବାବେଳେ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଭୂଷଣ କୁମାର। ଫିଲ୍ମଟି ନଭେମ୍ବର 8ତାରିଖରେ ରିଲିଜ ହେବାକୁ ଯାଉଛି ।

Conclusion:
Last Updated : Mar 20, 2019, 11:48 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.