ETV Bharat / sitara

ରିଲିଜ ହେଲା 'କଲଙ୍କ'ର ପ୍ରଥମ ଗୀତ 'ଘର ମେରେ ପରଦେସିୟା' - madhuri dixit

'କଲଙ୍କ'କୁ ଦେଖିବା ପାଇଁ ଉତ୍ସାହିତ ଦର୍ଶକ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ପ୍ରଥମ ଗୀତ 'ଘର ମେରେ ପରଦେସିୟା' ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 18, 2019, 11:35 PM IST

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କ ବହୁ ଚର୍ଚ୍ଚିତ ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ'କୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳୁଛି । ଫିଲ୍ମଟି ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ରିଲିଜ ପୂର୍ବରୁ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ଫିଲ୍ମ ମେକର୍ସ ପ୍ରାୟତଃ ଫିଲ୍ମର ନୂଆ ନୂଆ ପୋଷ୍ଟର ରିଲିଜ କରିବାରେ ଲାଗିଛନ୍ତି । ଇତିମଧ୍ୟରେ ଫିଲ୍ମର ଏକ ଶାନଦାର ଗୀତ 'ଘର ମେରେ ପରଦେସିୟା' ରିଲିଜ ହୋଇଯାଇଛି ।

ଗୀତଟିରେ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ଗୀତ ଗାଇବା ସହ କଥକ ଶିଖାଉଥିବାର ନଜର ଆସୁଛନ୍ତି । ମାଧୁରୀଙ୍କ ବ୍ୟତୀତ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ବରୁଣ ଧୱନ ମଧ୍ୟ ଗୀତରେ ଦେଖାଯାଇଛନ୍ତି ।

ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ଓ ବୈଶାଲୀ ମାଡେ ଗୀତଟିକୁ ଏକାଠି ଗାଇଥିବାବେଳେ ଏହାର ମ୍ୟୁଜିକ ପ୍ରୀତମ ଦେଇଛନ୍ତି । ସେହିପରି ଗୀତଟିକୁ ଲେଖିଛନ୍ତି ଅମିତାଭ ଭଚ୍ଚାଚାର୍ଯ୍ୟ । ଗୀତଟି ଶାନଦାର ହେବା ସହ ଆଲିୟାଙ୍କ ଡାନ୍ସ ମଧ୍ୟ ଖୁବ୍ ମନଲୋଭା ହୋଇଛି । ଫେମସ କୋରିଓଗ୍ରାଫର ରେମୋ ଡିସୁଜା ଏହି ଗୀତର କୋରିଓଗ୍ରାଫ କରିଛନ୍ତି ।

ପ୍ରକାଶ ଥାଉକି କଲଙ୍କରେ ବରୁଣ, ଆଲିୟା ଓ ମାଧୁରୀଙ୍କ ବ୍ୟତୀତ ଅଭିନେତା ସଞ୍ଜୟ ଦତ୍ତ, ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଏହା ଦେଖିବାକୁ ବାକି ରହିଲା କି ଫିଲ୍ମ ହିଟ୍ ସାବ୍ୟସ୍ତ ହେବ କି ନାହିଁ ।

  • " class="align-text-top noRightClick twitterSection" data="">

Intro:Body:

ଭୁବନେଶ୍ୱର: ଲୋକଙ୍କୁ ଚିହ୍ନିନାହାଁନ୍ତି ଲୋକ ପ୍ରତିନିଧି। ସେ ପୁଣି ସାଧାରଣ ଲୋକ ନୁହଁନ୍ତି, ପଦ୍ମଶ୍ରୀ। ଆଉ ତାଙ୍କୁ ଚିହ୍ନିପାରିଲେନି ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ। ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ  ଆଗରେ ଅଚିହ୍ନା ହଳଧର। ଏହି କବିଙ୍କ କବିତାରେ ସାରା ପଶ୍ଚିମ ଓଡିଶା ମନ୍ତ୍ରମୁଗ୍ଧ। ନବୀନ ନିବାସରେ ତାଙ୍କର ଟିକିଏ ଝଲକ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗିଛି ଭିଡ। ହେଲେ ପଶ୍ଚିମ ଓଡିଶାର ଟାଣୁଆ ନେତାଙ୍କ ଆଗରେ ସେ ଅଜଣା। 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.