ETV Bharat / sitara

‘ଫିଟ୍ ରହିବା ପାଇଁ ଚାପରେ ରୁହନ୍ତି ସେଲିବ୍ରିଟି’ - ସେଲିବ୍ରିଟିଙ୍କ ଉପରେ ଫିଟ୍ ରହିବା ଚାପ ଥାଏ: ଉର୍ବଶୀ

ବଲିଉଡରେ ସବୁ କଳାକାରଙ୍କ ଉପରେ ସବୁବେଳେ ସୁନ୍ଦର ଏବଂ ଫିଟ୍ ରହିବା ପାଇଁ ଚାପ ରହିଥାଏ ବୋଲି ଖୁଲାସା କଲେ ଉର୍ବଶୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଉବର୍ଶୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଉବର୍ଶୀ
author img

By

Published : Jun 8, 2020, 8:52 PM IST

ମୁମ୍ବାଇ: ମିସ୍ ୟୁନିଭର୍ସ 2015 ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ । ତାଙ୍କ ଆଗାମୀ ଫଲ୍ମ @ଭର୍ଜିନ ଭାନୁପ୍ରିୟା’ ଖୁବଶୀଘ୍ର ଓଟିଟ ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଏବେ ସେ ବଲିଉଡକୁ ନେଇ ବଡ ଖୁଲାସା କରିଛନ୍ତି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ସେ ଏହି କଥାରେ ସହମତ ଯେ ସବୁ ସେଲିବ୍ରିଟି ତେବେ ସେ ପୁରୁଷ ହୁଅନ୍ତୁ କିମ୍ବା ମହିଳା ସବୁବେଳେ ଭଲ ଦେଖାଯିବା ପାଇଁ ଚାପରେ ରହିଥାଆନ୍ତି ।

ସେ ଏକ ସାକ୍ଷାତକାରରେ ଏହାର ଖୁଲାସା କରିଥିଲେ । ଆଉ କହିଥିଲେ ଯେବେ ଆପଣ ଜଣେ ଅଭିନେତ୍ରୀ ତେବେ ଆପଣଙ୍କୁ ସର୍ବଦା ଫିଟ୍ ରହିବାକୁ ପଡିବ । ତେବେ ସେ ପୁରୁଷ କଳାକାର ହୁଅନ୍ତୁ କିମ୍ବା ମହିଳା । ଆଉ ସବୁବେଳେ ଏହି ଚାପ ମଧ୍ୟ ରହିଥାଏ ସୁନ୍ଦର ଦେଖାଯିବା ପାଇଁ ।

ପ୍ରକାଶ ଥାଉକି ଉର୍ବଶୀଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା 2.60 କୋଟି ଥିବା ବେଳେ ଟ୍ବିଟରର 631.2 ହଜାର ଫଲୋଅର୍ସ ସଂଖ୍ୟା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.