ETV Bharat / sitara

'ଘର ପେ ରହୋ' କହିଲେ ଉର୍ମିଲା ମାତୋଣ୍ଡକର

author img

By

Published : May 17, 2020, 7:18 AM IST

ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଇନଷ୍ଟାଗ୍ରାମକୁ ଯାଇ ତାଙ୍କର ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ଉର୍ମିଲା ଏକ ଷ୍ଟିକର ଲଗାଇଥିଲେ ଯେଉଁଥିରେ ଲେଖା ଅଛି: "ଘର ପେ ରହୋ ଅର୍ଥାତ ଘରେ ରୁହ । ଅଧିକ ପଢନ୍ତୁ...

urmila matondkar says ghar pe raho
'ଘର ପେ ରହୋ' କହିଲେ ଉର୍ମିଲା ମାତୋଣ୍ଡକର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଇନଷ୍ଟାଗ୍ରାମକୁ ଯାଇ ତାଙ୍କର ଏକ ଫଟୋ ସେୟାର କରିଥିଲେ । ଯେଉଁଠାରେ ଉର୍ମିଲା ଏକ ଚେୟାରରେ ବସି ପର୍ବତର ମନୋରମ ଦୃଶ୍ୟର ଉପଭୋଗ କରୁଥିଲେ ଏବଂ ତାଙ୍କ ପାଖରେ ଦୁଇଟି ପୋଷା କୁକୁର ମଧ୍ୟ ନଜର ଆସୁଥିଲେ ।

ଏହି ଫଟୋରେ ଉର୍ମିଲା ଏକ ଷ୍ଟିକର ଲଗାଇଥିଲେ ଯେଉଁଥିରେ ଲେଖା ଅଛି: "ଘର ପେ ରହୋ ଅର୍ଥାତ ଘରେ ରୁହ ।

ଏହାପୂର୍ବରୁ ଉର୍ମିଲା କୋରୋନା ଭାଇରସ ଓ ଦେଶର ବର୍ତ୍ତମାନ ପରିସ୍ଥିତି ଉପରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ ଟ୍ବିଟ କରି ଲେଖିଥଲେ, ‘କେତେ ଘାତକ ଏବଂ ଭୟାନକ କୋରୋନା ଭାଇରସ, ଯାହା ବାସ୍ତବରେ ଚିନ୍ତାର ବିଷୟ। ହେଲେ ଘୃଣା ଓ କଠୁରତା ଭାଇରସର କଣ। ଯାହା ଆମକୁ ପୂର୍ବରୁ ମାରିଚାଲିଛି। ଏହାକୁ ସମ୍ପୂର୍ଣ୍ଣ ରୂପେ କେବେ ଶେଷ କରାଯିବ ? ଦିଲ୍ଲୀ ହିଂସା 2020, ଦୟା କରି ଏହା ଉପରେ ମଧ୍ୟ କାମ କରନ୍ତୁ।’

ବଡ ପରଦାରେ ଉର୍ମିଲାଙ୍କୁ ଶେଷ ଥର ପାଇଁ ଅଭିନୟ ଦେଓଙ୍କ ନିର୍ଦ୍ଦେଶିତ 2018 ଚଳଚ୍ଚିତ୍ର 'ବ୍ଲାକମେଲ'ର ଏକ ଗୀତରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ଇରଫାନ ଖାନ, କୀର୍ତ୍ତୀ କୁଲହରି, ଅରୁଣୋଦୟ ସିଂ ଏବଂ ଦିବ୍ୟା ଦତ୍ତ ମଧ୍ୟ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.