ETV Bharat / sitara

ବଡିରେ Paint Art କରି ଟ୍ରୋଲ ହେଲେ ଉର୍ଫି ଜାଭେଦ୍

author img

By

Published : Feb 19, 2022, 10:36 AM IST

ବିଗ୍ ବସ୍ ଫେମ୍ ଉର୍ଫି ଜାଭେଦ୍ ତାଙ୍କ ବୋଲ୍ଡ ଏବଂ ଅନନ୍ୟ ଫ୍ୟାଶନ୍ ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ଉର୍ଫିଙ୍କ କିଛି ନୂଆ ଫଟୋ ସାମ୍ନାକୁ ଆସିଛି । ସେ ତାଙ୍କ ଶରୀରର Paint Art କରିଥିବାର ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

ଶରୀରରେ Paint Art କରି ଟ୍ରୋଲ ହେଲେ ଉର୍ଫି ଜାଭେଦ୍

ହାଇଦ୍ରାବାଦ: ବିଗ୍ ବସ୍ ଫେମ୍ ଉର୍ଫି ଜାଭେଦ୍ ତାଙ୍କ ବୋଲ୍ଡ ଏବଂ ଅନନ୍ୟ ଫ୍ୟାଶନ୍ ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଯେତେବେଳେ ବି ଅଭିନେତ୍ରୀ ଘରୁ ବାହାରନ୍ତି, ସେ କିଛି ନା କିଛି ନୂଆ ଷ୍ଟାଇଲ୍ ପୋଷାକ ପିନ୍ଧିଥାନ୍ତି । ଏପଟେ ଉର୍ଫିଙ୍କ ଫ୍ୟାଶନ୍ ସେନ୍ସକୁ ନେଇ ମଜାକ ଉଡାନ୍ତି ୟୁଜର୍ସ । ବର୍ତ୍ତମାନ ଉର୍ଫିଙ୍କ କିଛି ନୂଆ ଫଟୋ ସାମ୍ନାକୁ ଆସିଛି । ସେ ତାଙ୍କ ଶରୀରର Paint Art କରିଥିବାର ଏହି ଫଟୋରେ ଦେଖିବାକୁ ମିଳିଛି ।

ଉର୍ଫିଙ୍କ ଜାଭେଦର ଏହି ଅବତାର ପୂର୍ବରୁ କେବେ ଦେଖାଯାଇ ନଥିଲା । ଏହି ଫଟୋରେ ଉର୍ଫି ଶରୀରରେ ପେଣ୍ଟ ଆର୍ଟ କରିଥିବା ଦେଖିବାକୁ ମିଳିଥିଲା ​​। ସେ ଏକ ଧଳା ପ୍ୟାଣ୍ଟ-ସୁଟ୍ ପିନ୍ଧିଥିଲେ । ଉର୍ଫି ଜାଭେଦ୍ ଏଥର କେବଳ ତାଙ୍କ ପୋଷାକ ସହିତ ଏକ୍ସପେରିମେଣ୍ଟ କରିନାହାଁନ୍ତି ବରଂ ଗୋଲାପୀ-ଧଳା ଫୁଲରେ ତାଙ୍କ ଶରୀରକୁ ରଙ୍ଗୀନ କରିଛନ୍ତି ।

ଉର୍ଫି ଜାଭେଦଙ୍କ ଏହି ଲୁକକୁ ନେଇ କିଛି ନେଟିଜନ୍ସ ବହୁତ ପ୍ରଭାବିତ ହୋଇଥିବାବେଳେ କେହି କେହି ତାଙ୍କୁ ଟ୍ରୋଲ କରିଛନ୍ତି । ଉର୍ଫି ଜାଭେଦଙ୍କ ଲୁକ୍ ଉପରେ କମେଣ୍ଟ ଦେଇ ଜଣେ ୟୁଜର ଲେଖିଛନ୍ତି, 'ଏହା ପ୍ରକୃତରେ ବହୁତ ଭଲ ଦେଖାଯାଉଛି। ଅନ୍ୟ ଜଣେ ୟୁଜର କହିଛନ୍ତି, ଏହା କେଉଁ ପ୍ରକାର ରୋଗ ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଆମକୁ ବଞ୍ଚାଅ । ଉର୍ଫି ଜାଭେଦ୍ ତାଙ୍କର ଅନଟ୍ରାଡିସନାଲ ପୋଷାକ ପାଇଁ ସବୁବେଳେ ଟ୍ରୋଲ୍ ହୋଇଥାନ୍ତି । ପୂର୍ବରୁ ମଧ୍ୟ ବଟନ୍ ପ୍ୟାଣ୍ଟ, ଚିରିଯାଇଥିବା ଜ୍ୟାକେଟ୍ ଏବଂ ଜିନ୍ସ, ହାଇ ସ୍ଲିଟ୍ ସ୍କର୍ଟ୍ ପିନ୍ଧିଥିବାରୁ ତାଙ୍କୁ ଟ୍ରୋଲ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.