ETV Bharat / sitara

ଘୂର୍ଣ୍ଣିବଳୟ ନିସର୍ଗ ଉପରେ ଟ୍ବିଙ୍କଲ-ଅନୁପମଙ୍କ ଟ୍ବିଟ

ଟ୍ବିଟ କରି ଟ୍ବିଙ୍କଲ ଖାନ୍ନା ଘୂର୍ଣ୍ଣିବଳୟ ପୂର୍ବରୁ ସମୁଦ୍ରର ଦୃଶ୍ୟ ଦେଖାଇଲେ । ସେପଟେ ଅନୁପମଙ୍କ ଟ୍ବିଟ ମଧ୍ୟ ସାମ୍ନାକୁ ଆସିଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 3, 2020, 3:46 PM IST

ମୁମ୍ବାଇ: କୋରୋନା ବ୍ୟତୀତ ଏବେ ମୁମ୍ବାଇରେ ଘୂର୍ଣ୍ଣିବଳୟ ନିସର୍ଗକୁ ନେଇ ଚର୍ଚ୍ଚା । ଯାହା ଶୀଘ୍ର ମୁମ୍ବାଇର ସମୁଦ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବ ବୋଲି ଶୁଣିବାକୁ ମିଳୁଛି । ଯାହାକୁ ନେଇ ଆତଙ୍କିତ ମୁମ୍ବାଇବାସୀ । ଏଥରରୁ ବାଦ ପଡିନାହାଁନ୍ତି ସେଲିବ୍ରିଟି ମଧ୍ୟ । ଏଯାବତ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ନିଜ ନିଜ ଫ୍ୟାନ୍ସଙ୍କୁ ଚିନ୍ତା ସମ୍ବନ୍ଧୀୟ ବାର୍ତ୍ତା ପୋଷ୍ଟ କରିସାରିଲେଣି । ଆଉ ଏବେ ଅଭିନେତ୍ରୀ ତଥା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା ସମୁଦ୍ର କୂଳର ଏକ ଭିଡିଓ ସେୟାର କରି ଚିନ୍ତା ପ୍ରକାଶ କରିଛନ୍ତି ।

  • #CycloneNisarga से संबंधित वॉट्सअप मैसेज आने शुरू हो गए है। अपने दरवाज़े और खिड़कियाँ बंद कर दो! वैसे ही दिमाग़ का दही बन चुका है।ये साल 2020 चाहता क्या है? हमारे धैर्य की परीक्षा?तो सुनो दोस्त! वक़्त आने पे बता देंगे तुझे एै आसमॉ, हम अभी से क्या बताएँ क्या हमारे दिल में है?💪🇮🇳

    — Anupam Kher (@AnupamPKher) June 2, 2020 " class="align-text-top noRightClick twitterSection" data=" ">

ଯେଉଁଥିରେ ସମୁଦ୍ରର ବୃଦ୍ଧି ଏବଂ ପ୍ରବଳ ପବନ ବହୁଥିବାର ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି । ସେହିପରି ସେ ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ଏକ କପ ଚା', କିଛି ବର୍ଷା ଏବଂ ଝଡ ଆସିବାକୁ ଅପେକ୍ଷା କରନ୍ତୁ । ଯାହା ଆମ ଉପରେ ତରଙ୍ଗ ଛାଡିଯିବ । ଆଶା କରୁଛି ଏହା ଅତ୍ୟନ୍ତ ବନ୍ଧୁତ୍ବପୂର୍ଣ୍ଣ ହେବନାହିଁ । କେବଳ ଆମକୁ ଆଲିଙ୍ଗନ କରି ଚାଲିଯିବ ।’

ଟ୍ବିଙ୍କଲଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତା ଅନୁପମ ଖେର ମଧ୍ୟ ଏକ ଟ୍ବିଟ କରି ନିଜ ମନ କଥା କହିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, ‘ସାଇକ୍ଲୋନ ନିସର୍ଗ ସହ ସମ୍ପୃକ୍ତ ଅନେକ ହ୍ବାଟ୍ସଆପ ମେସେଜ ଆସିବା ଆରମ୍ଭ ହୋଇଗଲାଣି । ଘର ଝରକା, କବାଟ ବନ୍ଦ କରିଦିଅ । ସେମିତି ମସ୍ତିଷ୍କ ଖରାପ ଅଛି । 2020 କଣ ଚାହୁଁଛି । ଆମ ଧୈର୍ଯ୍ୟର ପରୀକ୍ଷା । ତେବେ ଶୁଣ ବନ୍ଧୁ । ବକ୍ତ ଆନେ ପେ ବତା ଦେଙ୍ଗେ ତୁଝେ ଐ ଆସମାଂ, ହମ ଅଭି ସେ କ୍ୟା ବତାଏଂ କ୍ୟା ହମାରେ ଦିଲ ମେଁ ହେ?’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.