ETV Bharat / sitara

ମ୍ୟୁଜିକ ଭିଡିଓ ‘ବନଜାରଣ’ ରିଲିଜ, ରୋମାଣ୍ଟିକ ଅନ୍ଦାଜରେ ଏଜାଜ - ନୂଆ ରୋମାଣ୍ଟିକ ଭିଡିଓ ସଙ୍ଗ ‘ବନଜାରଣ’

ଗତ 27 ତାରିଖରେ ରିଲିଜ ହୋଇଥିଲା ଏଜାଜଙ୍କ ନୂଆ ମ୍ୟୁଜିକ ଭିଡିଓ । ପ୍ରେମିକାଙ୍କ ବିବାହରେ ଗାଇଲେ ରୋମାଣ୍ଟିକ ଗୀତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Dec 2, 2020, 2:07 PM IST

ମୁମ୍ବାଇ: ଟିଭିର ପପୁଲାର ଆକ୍ଟର ଏଜାଜ ଖାନ ନିଜ ରୋମାଣ୍ଟିକ ଅନ୍ଦାଜ ସମସ୍ତଙ୍କୁ ଦେଖାଇଛନ୍ତି । କାରଣ ନିକଟରେ ରିଲିଜ ହୋଇଯାଇଛି ତାଙ୍କ ନୂଆ ରୋମାଣ୍ଟିକ ଭିଡିଓ ସଙ୍ଗ ‘ବନଜାରଣ’ । ଯେଉଁଥିରେ ତାଙ୍କ ସହ ରୋମାନ୍ସ କରିଛନ୍ତି ସେହନ ଦାସ । ସେହିପରି ଏହାର ଥିମ ହେଲା ଦୁଇ ପ୍ରେମୀ ଯୁଗଳଙ୍କର, ଯିଏ ଅଲଗା ହୋଇଯାଇଥିବେ । ଆଉ ପ୍ରେମିକାଙ୍କ ବିବାହରେ ସାମିଲ ହେବାକୁ ପ୍ରେମିକ ପହଞ୍ଚି ଏହି ରୋମାଣ୍ଟି ସଙ୍ଗ ଗାଇ ପୁରୁଣା ସ୍ମୃତି ମନେ ପକାଉଥିବାର ଦେଖାଯାଉଛନ୍ତି । ଏଜାଜ ଭିଡିଓରେ ଭାରତୀୟ ଆଉଟଫିଟରେ ଚହଳ ସୃଷ୍ଟି କରୁଛନ୍ତି । ଆଉ ଏବେ ଏହା ବିଷୟରେ ଆଲୋଚନା କରି ସେ ଚର୍ଚ୍ଚାରେ ।

ବର୍ତ୍ତମାନ ‘ବିଗବସ 14’ରେ ପ୍ରତିଯୋଗୀ ରୂପେ ନଜର ଆସୁଥିବା ଏଜାଜ ‘ବନଜାରଣ’ ମ୍ୟୁଜିକ ଭିଡିଓ ବିଷୟରେ କହିଛନ୍ତି, ‘ଏହି ସୁନ୍ଦର ଗୀତ ସହ ଶାନଦାର କାହାଣୀକୁ ପର୍ଯ୍ୟବେଶିତ କରାଯାଇଛି । ମୁଁ ଏଥିରେ କାମ କରି ଭଲ ସ୍ମୃତି ପାଇଛି । ମୁଁ ପ୍ରେମ କାହାଣୀକୁ ଉପଭୋଗ କରେ ଏବଂ ଏହି ବିଷୟରେ କିଛି ସ୍ପର୍ଶକାତର ଥିଲା । ମୁଁ ଖୁସି ଯେ ଏହି ଗୀତ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିବାରୁ ।’

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ‘ବିଗବସ 14’ ପ୍ରତିଯୋଗୀ ପବିତ୍ରା ପୁନିଆଙ୍କୁ ପସନ୍ଦ କରୁଛନ୍ତି ଏଜାଜ ଖାନ ବୋଲି ନିକଟରେ ଚର୍ଚ୍ଚା ହୋଇଥିଲା । ଏଜାଜ ଓ ପବିତ୍ରା ଏବେ ‘ବିଗବସ 14’ ହାଉସର ଲଭବାର୍ଡ ସାଜିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.