ETV Bharat / sitara

ଭକ୍ତଙ୍କୁ ଖାସ୍ ପରାର୍ମଶ ଦେଲେ ରାମ !

ଲକଡାଉନରେ ମିଳିଥିବା କୋହଳ ପାଇଁ ଜନଜୀବନ ପୁଣିଥରେ ପୂର୍ବ ଅବସ୍ଥାକୁ ଫେରିବାରେ ଲାଗିଛି । ଆଉ ଆଜି ଖୋଲାଯାଇଛ ମନ୍ଦିର । ଯାହା ଉପରେ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ଟିଭିର ରାମ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 8, 2020, 8:50 PM IST

ମୁମ୍ବାଇ: ପାଖାପାଖି ଦୁଇ ମାସ ପରେ ସୋମବାର ପୁରା ଦେଶରେ ମନ୍ଦିର ଖୋଲାଯାଇଛି । କୋରୋନା ଭାଇରସ ପାଇଁ ଲକଡାଉନରେ ଦେଶର ସବୁ ମନ୍ଦିରକୁ ବନ୍ଦ କରିଦିଆଯାଇଥିଲା । ହେଲେ ଏବେ କିଛି ଜରୁରୀ ସାବଧାନ ସହ ମନ୍ଦିର ଖୋଲା ଯିବାର ନିଷ୍ପତ୍ତି ନିଆଯାଇଛି । ମନ୍ଦିରରେ ସରକାରୀ ନିୟମ ଅନୁଯାୟୀ ସାମାଜିକ ଦୂରତା, ମାସ୍କ ଏବଂ ସାନିଟାଇଜେଶନର ପୁରା ଧ୍ୟାନ ରଖାଯିବ । ମନ୍ଦିର ଖୋଲିବାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ । ସେପଟେ ଏହାକୁ ନେଇ ଭକ୍ତଙ୍କୁ ପରାର୍ମଶ ଦେଇଛନ୍ତି ‘ରାମାୟଣ’ର ରାମ ତଥା ଅଭିନେତାର ଅରୁଣ ଗୋଭିଲ ।

  • आज से धार्मिक स्थल खुल गए हैं, आपकी सुरक्षा ईश्वर को भी प्यारी है, इसलिए सुरक्षा नियमों का पालन करें।

    Religious places are opening from today onwards, even god bothers about your safety, hence follow all the safety measures.

    — Arun Govil (@arungovil12) June 8, 2020 " class="align-text-top noRightClick twitterSection" data=" ">

ସେ ଟ୍ବିଟ କରି ଲେଖିଛନ୍ତି, ‘ଆଜିଠୁ ଧାର୍ମିକ ସ୍ଥାନ ଖୋଲାଯାଇଛି । ଆପଣଙ୍କ ସୁରକ୍ଷା ଈଶ୍ବରଙ୍କ ପାଇଁ ପ୍ରେମ । ଏଥି ନିମନ୍ତେ ସୁରକ୍ଷା ନିୟମ ପାଳନ କରନ୍ତୁ ।’ ବର୍ତ୍ତମାନ ତାଙ୍କ ଏହି ଟ୍ବିଟ ଉପରେ ଅନେକ ପ୍ରଶଂସକଙ୍କ କମେଣ୍ଟ ଦେଖିବାକୁ ମିଳିସାରିଲାଣି ।

ପ୍ରକାଶ ଥାଉକି ଲକଡାଉନ ପାଇଁ ଦୂରଦର୍ଶନ ବହୁ ଚର୍ଚ୍ଚିତ ପୌରାଣିକ ଶୋ ରାମାୟଣ ପୁନଃ ପ୍ରସାରଣ କରି ଦର୍ଶକଙ୍କୁ ସରପ୍ରାଇଜ ଦେଇଥିଲା । ଯାହା ପୁଣିଥରେ ସୁପରଡୁପର ଶୋ ସାଜିଛି । ଏବେ ଅନେକ ଚ୍ୟାନେଲରେ ଏହାର ପ୍ରାସରଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.