ETV Bharat / sitara

ଗୋରଖନାଥଙ୍କ ତପୋଭୂମିରେ ପହଞ୍ଚି ବାବାଙ୍କୁ ଦର୍ଶନ କଲେ ସଞ୍ଜୟ ମିଶ୍ର - tik tak with film actor sanjay mishra

ଅଭିନେତା ସଞ୍ଜୟ ମିଶ୍ର ଗୋରଖନାଥଙ୍କ ତପୋଭୂମିରେ ପହଞ୍ଚି ଗୁରୁ ଗୋରଖନାଥ ମନ୍ଦିରର ବାବା ଗୋରଖନାଥଙ୍କୁ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

tik tak with film actor sanjay mishra
ଗୋରଖନାଥଙ୍କ ତପୋଭୂମିରେ ପହଞ୍ଚି ବାବା ଗୋରଖନାଥଙ୍କୁ ଦର୍ଶନ କଲେ ସଞ୍ଜୟ ମିଶ୍ର
author img

By

Published : Oct 28, 2020, 6:10 PM IST

ଗୋରଖପୁର: ଟେଲିଭିଜନ ଏବଂ ଚଳଚ୍ଚିତ୍ର ଅଭିନେତା ସଞ୍ଜୟ ମିଶ୍ର ଗୋରଖନାଥଙ୍କ ତପୋଭୂମିରେ ପହଞ୍ଚି ଗୁରୁ ଗୋରଖନାଥ ମନ୍ଦିରର ବାବା ଗୋରଖନାଥଙ୍କୁ ଦର୍ଶନ କରିଛନ୍ତି ।

tik tak with film actor sanjay mishra
ଗୋରଖନାଥଙ୍କ ତପୋଭୂମିରେ ପହଞ୍ଚି ବାବା ଗୋରଖନାଥଙ୍କୁ ଦର୍ଶନ କଲେ ସଞ୍ଜୟ ମିଶ୍ର

ଇଟିଭି ଭାରତ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ସଞ୍ଜୟ କହିଛନ୍ତି ଯେ, ଅତୀତରେ ଏବଂ ବର୍ତ୍ତମାନ ଗୋରଖପୁରରେ ଅନେକ ପରିବର୍ତ୍ତନ ଆସିଛି । ଯୋଗୀ ଜି ମଧ୍ୟ ରାଜ୍ୟ ସହିତ ଗୋରଖପୁରର ସମ୍ପୂର୍ଣ୍ଣ ବିକାଶ କରିଛନ୍ତି । ମୁଁ ଜଣେ କଳାକାର ଭାବରେ କୌଣସି ପ୍ରକାର ଭେଦଭାବ କରେ ନାହିଁ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ରାଜ୍ୟରେ ଏକ ଆଧୁନିକ ଫିଲ୍ମ ସିଟି ନିର୍ମାଣ ଉପରେ କହିଛନ୍ତି ଯେ, ଏହି ଫିଲ୍ମ ସିଟି ସମଗ୍ର ଦେଶର ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବ । ଦେଶର ବିଭିନ୍ନ ପ୍ରାନ୍ତର ଲୋକମାନେ ଏଠାକୁ ଆସି ଦେଶର ସୌନ୍ଦର୍ଯ୍ୟ ବିଦେଶରେ ବିସ୍ତାର କରିବେ ।

ଗୋରଖନାଥ ମନ୍ଦିରରେ ପହଞ୍ଚିଥିବା ସଞ୍ଜୟଙ୍କୁ ମନ୍ଦିରର ମୁଖ୍ୟ ଦ୍ବାରକା ତିୱାରୀଙ୍କ ନେତୃତ୍ବରେ କର୍ମଚାରୀମାନେ ସ୍ବାଗତ କରିଥିଲେ ।

ଯାହାପରେ ସଞ୍ଜୟ ସମସ୍ତଙ୍କୁ ଅଭିବାଦନ ଜଣାଇବା ସହ ଗୁରୁ ଗୋରଖନାଥ ମନ୍ଦିରରେ ବାବା ଗୋରଖନାଥଙ୍କୁ ତାଙ୍କ ପିଲାଦିନ ସମୟରେ ପିତାଙ୍କ ସହ ଦେଖିଥିବାର କହିଥିଲେ । ସେତେବେଳେ ଏବଂ ବର୍ତ୍ତମାନରେ ଅନେକ ପରିବର୍ତ୍ତନ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.