ETV Bharat / sitara

ଆକ୍ସନ ହିରୋ ଟାଇଗର ସାଜିଲେ ରୋମାଣ୍ଟିକ ସିଙ୍ଗର - ବି-ଟାଉନର ଆକ୍ସନ ହିରୋ ଟାଇଗର ଶ୍ରଫ ଗୀତ ଭିଡିଓ

ଭାଇରାଲ ହେଲା ଟାଇଗର ଶ୍ରଫଙ୍କ ନୂଆ ଭିଡିଓ ସୋସିଆଲ ମିଡିଆ ଭାଇରାଲ। ଘରେ ରହିଲେ ଅନ୍ୟ ସେଲିବ୍ରିଟିଙ୍କ ସହ ଅନ୍ତାକ୍ଷରୀ ଖେଳୁଛନ୍ତି।

tiger shroff
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟାଇଗର ଶ୍ରଫ
author img

By

Published : Mar 25, 2020, 2:14 PM IST

ମୁ୍ମ୍ବାଇ: ବର୍ତ୍ତମାନ ଜନସାଧାରଣ ବ୍ୟାପିଥିବା କୋରୋନା ଭାଇରସରୁ ବଞ୍ଚିବା ପାଇଁ ନିଜ ନିଜ ଘରୁ ବାହାରୁନାହାଁନ୍ତି। ଏଥିରେ ବଲିଉଡ ଷ୍ଟାର୍ସ ମଧ୍ୟ ସାମିଲ ଅଛନ୍ତି। ଆଉ କିଛି କ୍ରିଏଟିଭ କରିବାକୁ ଚେଷ୍ଟା ଚଳାଇଛନ୍ତି। ହେଲେ ଏବେ ବଲିଉଡ ସେଲିବ୍ରିଟି ବନ୍ଧୁ ଏବଂ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ମଜାଦାର ଉପାୟ ବାଛି ନେଇଛନ୍ତି। ସବୁଠାରୁ ମଜାଦାର କଥା ହେଲା ଯେ ଘରେ ରହି ବି-ଟାଉନର ଆକ୍ସନ ହିରୋ ଟାଇଗର ଶ୍ରଫ ଏବେ ରୋମାଣ୍ଟିକ ବ୍ୟକ୍ତି ସାଜିଛନ୍ତି।

ଆଜ୍ଞା ହଁ, ଟାଇଗର ଷ୍ଟଣ୍ଟ ଛାଡି ଗୀତ ଗାଉଛନ୍ତି। ସେ ସୋସିଆଲ ମିଡିଆରେ ଅନ୍ୟ ଷ୍ଟାର୍ସଙ୍କ ସହ ଅନ୍ତାକ୍ଷରୀ ଖେଳୁଥିବାର ଦେଖାଯାଇଛନ୍ତି। ତାଙ୍କର ଏହି ଅନ୍ତାକ୍ଷରୀ ଚ୍ୟାଲେଞ୍ଜ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି। ନିଜ ଦ୍ବାରା ଗାଇଥିବା ଦୁଇଟି ଗୀତର ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ‘ସବ ତେରା’ ଓ ‘ଜବ ତକ’ ଗୀତ ଗାଇ ନିଜ ସିଙ୍ଗିଂ ଟ୍ୟାଲେଣ୍ଟରେ ଫ୍ୟାନ୍ସଙ୍କୁ ଇମ୍ପ୍ରେସ କରିଛନ୍ତି ସେ।

ପ୍ରକାଶ ଥାଉକି ଏହି ଚ୍ୟାଲେଞ୍ଜରେ ତାଙ୍କ ସହ ଖେଳିଥିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏହାସହ ଟାଇଗର ଅଭିନେତ୍ରୀ ଶ୍ରଦ୍ଧା କପୁର, ଦିଶା ପଟାନୀ, ରିତେଶ ଦେଶମୁଖ, କ୍ରିତି ସାନନଙ୍କୁ ନମିନେଟ ମଧ୍ୟ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.