ETV Bharat / sitara

କୋରୋନା ସଙ୍କଟ: ସହଯୋଗର ହାତ ବଢାଇଲେ ଟାଇଗର

author img

By

Published : Apr 21, 2020, 12:59 AM IST

ଦେଶକୁ କୋରୋନାରୁ ବଞ୍ଚାଇବା ପାଇଁ ପ୍ରାୟସ ଚଳାଇଛନ୍ତି ସେଲିବ୍ରିଟି । କିଏ ସଚେତନତା ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସୁରକ୍ଷିତ ରହିବାକୁ କହୁଛନ୍ତି ତ ଆଉ କିଏ ଆର୍ଥିକ ସାହାଯ୍ୟ କରୁଥିବାର ନଜର ଆସୁଛନ୍ତି । ଅଧିକ ପଢ଼ନ୍ତୁ...

_tiger shroff
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟାଇଗର ଶ୍ରଫ

ମୁମ୍ବାଇ: ବିଶ୍ବରେ କୋରୋନା ଭାଇରାସ ତାଣ୍ଡବ । ଭାରତରେ ମଧ୍ୟ ଅନେକ ଲୋକଙ୍କ ଜୀବନ ଏହି ମହାମାରୀରେ ଚାଲିଗଲାଣି । ଏମିତି ପରିସ୍ଥିତିରେ ସେଲିବ୍ରିଟିଙ୍କ ଦ୍ବାରା ଯାହା ସମ୍ଭବ ତାହା କରୁଛନ୍ତି। ‘ମଦର ନେଚର ଷ୍ଟୁଡିଓ’ର ମାଲିକ ବିଶାଲ କନ୍ଦାର ସହଯୋଗର ହାତ ବଢାଇଛନ୍ତି । ଏହି ଲକଡାଉନରେ ବିଶାଲ ଲୋକଙ୍କୁ ଖାଦ୍ୟ ଯୋଗାଇବାର କାମ କରୁଛନ୍ତି । ସେ ଦିନ ମଜୁରିଆ ଓ ଶ୍ରମିକଙ୍କ ପାଇଁ ଭୋଜନ ପ୍ୟାକିଂ ଏବଂ ବିତରଣ କରୁଛନ୍ତି ।

ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛନ୍ତି ଆକ୍ସନ ହିରୋ ଟାଇଗର ଶ୍ରଫ। ଏହି ଏନଜିଓରେ ସେ ସମ୍ପୃକ୍ତ ଜନତାଙ୍କୁ ସାହାଯ୍ୟ କରିବେ । ଏହି ଅବସରରେ ବିଶାଲ କହିଛନ୍ତି ଯେ ଆମେ ବହୁତ ଖୁସି କି ଟାଇଗର ଭଳି ଯୁବ ଆଇକନ ଆମ ପ୍ରାୟସ ଉପରେ ଧ୍ୟାନ ଦେଇଛନ୍ତି । ଆଉ ଆମ ଦ୍ବାରା କରାଯାଉଥିବା କାର୍ଯ୍ୟକୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।

ପ୍ରକାଶ ଥାଉକି କି ଟାଇଗର ଏହି ଏନଜିଓ ଦ୍ବାରା ଦିନ ମଜୁରିଆ, ଶ୍ରମିକଙ୍କ ପାଇଁ କାର୍ଯ୍ୟ କରିବେ । ଟାଇଗରଙ୍କ ପୂର୍ବରୁ ଅନେକ ସେଲିବ୍ରିଟି କିଛି ନା କିଛି ଦେଶବାସୀଙ୍କୁ ସାହାଯ୍ୟ କରିସାରିଲେଣି। କୋଟି କୋଟି ଟଙ୍କା ଦାନ କରି ଦେଶବାସୀଙ୍କୁ ବଞ୍ଚାଇବାକୁ ପ୍ରାୟସ କରୁଛନ୍ତି ସେଲିବ୍ରିଟି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.