ETV Bharat / sitara

ରିଲିଜ ହେଲା ‘ଜର୍ଜମେଣ୍ଟାଲ ହେ କ୍ୟା’ର ଟ୍ରେଲର

author img

By

Published : Jul 2, 2019, 11:11 PM IST

ରିଲିଜ ହୋଇଛି ‘ଜର୍ଜମେଣ୍ଟାଲ ହେ କ୍ୟା’ର ଟ୍ରେଲର । ପୁରା ଟ୍ରେଲରରେ କଙ୍ଗନାଙ୍କ ଦମଦାର ଅଭିନୟ ସହ ପାଗଳାମୀ ଦେଖିବାକୁ ମିଳିଛି । ଏହାସହ ରାଜକୁମାର ରାଓଙ୍କ ସସପେନ୍ସ ଭରା ଭୁମିକା ସମସ୍ତଙ୍କୁ ଭ୍ରମରେ ପକାଇଦେବ ।

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ଅନେକ ମୋସନ ପିକ୍ଚର ପରେ ଶେଷରେ ରିଲିଜ ହୋଇଛି କଙ୍ଗନା ଓ ରାଜକୁମାରଙ୍କ ପାଗଳପନ୍ତୀ ଭରା ଫିଲ୍ମ ‘ଜର୍ଜମେଣ୍ଟାଲ ହେ କ୍ୟା’ର ଟ୍ରେଲର । 2 ମିନିଟ 37 ସେକେଣ୍ଡର ଟ୍ରେଲରରେ କଙ୍ଗନାଙ୍କ ଭରପୁର ପାଗଳାମୀ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ୟୁଟ୍ୟୁବ

ଅନ୍ୟପକ୍ଷେ ରାଜକୁମାରଙ୍କ ସସପେନ୍ସ ଭରା ଭୁମିକା । ଫିଲ୍ମଟି ସମ୍ପୁର୍ଣ୍ଣ ଥ୍ରୀଲର ଓ ସସପେନ୍ସରେ ଭରା । ତେବେ ଗୋଟେ ମିଷ୍ଟ୍ରିକୁ ନେଇ କାହାଣୀ ଆରମ୍ଭ ହୋଇଛି । ମିଷ୍ଟ୍ରି ସହ କମେଡି ଓ ରାଜକୁମାର-ଅମୈରାଙ୍କ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ।

ପ୍ରଥମେ କଙ୍ଗନାଙ୍କ ପାଗଳାମୀ ଦେଖିବାକୁ ମିଳିଥିଲା ଓ ପରେ ହଠାତ ରାଜକୁମାରଙ୍କ ଚରିତ୍ରରେ ପରିବର୍ତ୍ତନ ଆସିଥିଲା । ପ୍ରକାଶ ଥାଉକି, ପ୍ରଥମେ ଫିଲ୍ମର ନାମକୁ ବିବାଦ ଦେଖାଦେଇଥିଲା ପରେ ଫିଲ୍ମର ନାମକୁ ପରିବର୍ତ୍ତନ କରାଯାଇ ‘ଜର୍ଜମେଣ୍ଟାଲ ହେ କ୍ୟା’ ରଖାଯାଇଛି । ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଏକତା କପୁର । ଫିଲ୍ମଟି ଚଳିତ ବର୍ଷ ଜୁଲାଇ 26ରେ ରିଲିଜ କରାଯିବ ।

Intro:Body:

For testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.