ETV Bharat / sitara

ମଜାଦାର ଭିଡିଓ ସେୟାର କଲେ ତମନ୍ନା, ଭିଡିଓ ଭାଇରାଲ - ଏକ ମଜାଦାର ଭିଡିଓ ସେୟାର କଲେ ତମନ୍ନା

ଅଭିନେତ୍ରୀ ତମନ୍ନା ଭାଟିଆ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଅତ୍ୟାଧୁନିକ ଫୋନ ଟେକନ୍ନୋଲୋକିରେ ଫିଲ୍ମର ବ୍ୟବହାର କରି ତାଙ୍କ ନିଶକୁ ମୋଡୁଥିବାର ନଜର ଆସିଥିଲେ । ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ ବହୁ ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ଅଧିକ ପଢନ୍ତୁ...

tamannah bhatia use moustache filter video viral on social media
ଏକ ମଜାଦାର ଭିଡିଓ ସେୟାର କଲେ ତମନ୍ନା, ଭିଡିଓ ଭାଇରାଲ
author img

By

Published : May 19, 2020, 8:27 PM IST

ମୁମ୍ବାଇ: କୋଭିଡ -19 ପରି ଭୟଙ୍କର ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକଡାଉନ ଚାଲିଛି । ଏଭଳି ପରିସ୍ଥିତିରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ନିଜ ଘରେ ପରିବାର ସହିତ ସମୟ ବିତାଉଛନ୍ତି ।

ଏହି ସମୟରେ ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ତମନ୍ନାଙ୍କ ଏହି ଭିଡିଓରେ ସେ ଜବରଦସ୍ତ ଲୁକ ଦେବା ସହ ସେ ତାଙ୍କ ଅତ୍ୟାଧୁନିକ ଫୋନ ଟେକନ୍ନୋଲୋକିରେ ଫିଲ୍ଟର ବ୍ୟବହାର କରି ତାଙ୍କ ନିଶକୁ ମୋଡୁଥିବାର ନଜର ଆସିଥିଲେ । ପ୍ରଶଂସକମାନେ ତମନ୍ନାଙ୍କ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ ବହୁ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

ତମନ୍ନା ଏହି ଭିଡିଓକୁ ତାଙ୍କ ଇନଷ୍ଟା ଷ୍ଟୋରୀରେ ମଧ୍ୟ ସେୟାର କରିଛନ୍ତି ।

ପ୍ରକାଶ ଥାଉ କି, ତମନ୍ନା ତାଙ୍କ ଭିଡିଓ ଏବଂ ଫଟୋ ସେୟାର କରି ପ୍ରଶଂସକମାନଙ୍କ ବହୁ ମନୋରଞ୍ଜନ କରୁଛନ୍ତି ।

କରୋନାଭାଇରସ ଯୁଦ୍ଧରେ ତମନ୍ନା ମୁମ୍ବାଇର ବସ୍ତି, ବୃଦ୍ଧାବୃଦ୍ଧ ଘର ଏବଂ ଆଶ୍ରୟସ୍ଥଳୀରେ ରହୁଥିବା 10,000 ରୁ ଅଧିକ ଲୋକଙ୍କ ଆବଶ୍ୟକତାକୁ ପୂରଣ କରି ଲୋକମାନଙ୍କୁ ସାହାଯ୍ୟ କରିଥିଲେ ।

ନିକଟରେ ତମନ୍ନାଙ୍କୁ ଖୁବ ଶୀଘ୍ର ବୋଲେ ଚୁଡିୟାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ତମନ୍ନା ଭାଟିଆ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.