ETV Bharat / sitara

ମିତାଲୀ ସାଜିବେ ତାପସୀ - ବାୟୋପିକ

ଖୁବଶୀଘ୍ର ନିର୍ମାଣ ହେବ କ୍ରିକେଟର ମିତାଲୀ ରାଜଙ୍କ ବାୟୋପିକ । ଫିଲ୍ମକୁ ନେଇ ଚାଲିଛି ଚର୍ଚ୍ଚା । ଫିଲ୍ମରେ ନଜର ଆସିପାରନ୍ତି ତାପସୀ ପନ୍ନୁ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିତାଲୀ ରାଜ୍
author img

By

Published : Aug 29, 2019, 11:35 PM IST

ମୁମ୍ବାଇ: ଆଜିକାଲି ବଲିଉଡରେ ବାୟୋପିକର ଯୁଗ ଦେଖିବାକୁ ମିଳୁଛି । ଦର୍ଶକ ମଧ୍ୟ ବାୟୋପିକ ଜରିଆରେ ବାସ୍ତବ କାହାଣୀ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି । ତେଣୁ ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ପ୍ରାୟତଃ ନିର୍ମାତା ବିଭିନ୍ନ ମହାନ ବ୍ୟକ୍ତିଙ୍କ ବାୟୋପିକ ନିର୍ମାଣ କରିବାରେ ଲାଗିପଡିଛନ୍ତି ।

ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ପୁଣି ପରଦାରେ ଆଉ ଏକ ବାୟୋପିକ ଦେଖିବାକୁ ମିଳିବ । କିଛି ବର୍ଷ ମଧ୍ୟରେ ଅନେକ ସ୍ପୋର୍ଟ୍ସ ବାୟୋପିକ ନିର୍ମାଣ ହୋଇସାରିଥିବା ବେଳେ ଏବେ ପୁଣି ସ୍ପୋର୍ଟ୍ସ ସମ୍ପୃକ୍ତ ଥିବା ଜଣେ ମହିଳା କ୍ରିକେଟରଙ୍କ ବାୟୋପିକ ନିର୍ମାଣ ହେବାକୁ ଯାଉଛି ।

ଦିଗଜ ମହିଳା କ୍ରିକେଟର ମିତାଲୀ ରାଜଙ୍କ ଜୀବନକୁ ନେଇ ନିର୍ମାଣ ହେବ ବାୟୋପିକ । ଆଉ ଏହି ଫିଲ୍ମରେ ନଜର ଆସିପାରନ୍ତି ଚୁଲବୁଲୁ ଅଭିନେତ୍ରୀ ତାପସୀ ପନ୍ନୁ ।

ସେହିପରି ଏକ ସାକ୍ଷାତକାରରେ ତାପସୀ ମଧ୍ୟ କହିଥିଲେ କି ମତାଲୀଙ୍କ ବାୟୋପିକ ଫିଲ୍ମରେ ଅଭିନୟ କଲେ ତାଙ୍କୁ ବହୁତ ଖୁସି ମିଳିବ । ଏବେ ଫିଲ୍ମକୁ ନେଇ କଥାବାର୍ତ୍ତା ଚାଲିଛି କିନ୍ତୁ ଏଯାବତ କିଛି ସ୍ଥିର ହୋଇନାହିଁ ।

କଟକ: ରାତି ପାହିଲେ କଟକ ରେ ଅନୁଷ୍ଠିତ ହେବ 2019 ସାଧାରଣ ନିର୍ବାଚନ । ଏନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି  ପର୍ଯ୍ୟାୟ ଶେଷ ହୋଇଛି । ପୋଲିଂ ଅଫିସର ମାନଙ୍କୁ  ଇଭିଏମ ଓ ଭିଭିପାଟ କୁ ବିନା ତ୍ରୁଟି ରେ କ୍ରିୟାଶୀଳ କରାଇବା ପାଇଁ  ନିର୍ଦେଶ ଦେଇଛନ୍ତି ଜିଲାପାଳ । ଯେପରି ଅବାଧ ଓ ସ୍ୱଚ୍ଛ ଆଧାର ରେ କଟକ ରେ ନିର୍ବାଚନ ଅନୁଷ୍ଠିତ ହେବ ସେ ଦିଗରେ ବେଶ ତତ୍ପରତା ଦେଖାଇଛି କମିଶନରେଟ ପୋଲିସ । ଯେପରି ସମ୍ବେଦନ ଶୀଳ ବୁଥ ମାନଙ୍କ ରେ କୌଣସି ଆପତ୍ତିଜନକ ପରିସ୍ଥିତି ନଉପୁଜେ ସେ ଦିଗରେ ମଧ୍ୟ ନିଘା ରଖିଛି କମିଶନରେଟ ପୋଲିସ । ତେବେ ଅପେକ୍ଷା କେବଳ ଆସନ୍ତା କାଲିକୁ ।

ଭିଓ1 : ଆସନ୍ତାକାଲି କଟକ ରେ ଅନୁଷ୍ଠିତ ହେବ 2019 ସାଧାରଣ ନିର୍ବାଚନ  । ଏନେଇ  ଚଳିତ ନିର୍ବାଚନ ରେ ପ୍ରତ୍ୟକ ପୋଲିଂ ପାର୍ଟି ର ଗୁରୁ ଦାଇତ୍ୱ ରହିବ ବୋଲି କହିଛନ୍ତି ଜିଲାପାଳ ଅରବିନ୍ଦ ଅଗ୍ରୱାଲ । ଏହାସହିତ 6 ଟି ନିର୍ବାଚନ ମଣ୍ଡଳୀ ରେ ହେବାକୁ ଥିବା ନିର୍ବାଚନ ରେ ସମୁଦାୟ 1420 ଟି ବୁଥ ରହିଛି । ଯେଉଁଥିରେ 315 ସିସିଟିଭି , 170 ମଇକ୍ରୋ ଅବଜରଭର ଓ 225 ୱେବ କାସଟିଙ୍ଗ ର ମୁତୟନ  କରାଯିବ । ଏହାସହିତ ସବୁ ବୁଥ ରେ ଭିନକ୍ଷମ ମାନଙ୍କ ପାଇଁ ହୁଇଲ ଚେୟାର ର ମଧ୍ୟ ବନ୍ଦବସ୍ତ କରାଯାଇଛି ବୋଲି କହିଛନ୍ତି ଜିଲାପାଳ । ଯେହେତୁ କଟକ ର 3 ଟି ନିର୍ବାଚନ ମଣ୍ଡଳୀ କୁ ସମ୍ବେଦନଶୀଳ ଘୋଷଣା କରାଯାଇଛି ତନ୍ମଧ୍ୟରୁ ଆସନ୍ତାକାଲି ବାରବାଟୀ କଟକ ରେ ନିର୍ବଚନ ମଣ୍ଡଳୀ ରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ ବୋଲି କହିଛନ୍ତି ସେ । 

ବାଇଟ: ଅରବିନ୍ଦ ଅଗ୍ରୱାଲ ( ଜିଲାପାଳ କଟକ )

ଭିଓ2: ଅନ୍ୟପଟେ 2019 ସାଧାରଣ ନିର୍ବାଚନ କୁ ଚ୍ୟାଲେଞ୍ଜ ର ସହ ନେଇଚି କମିଶନରେଟ ପୋଲିସ । କାରଣ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ରେ  ବିଭିନ ନିର୍ବଚନ ମଣ୍ଡଳୀରେ ଆପତ୍ତିଜନକ ପରିସ୍ଥିତି ଉପୁଜୁଥିବାରୁ ସିଲଭରସିଟି ରେ ଛାଉଣୀ ହୋଇଛିନ୍ତି ପୋଲିସ ବାହିନୀ । ଏହାସହିତ  11 ପ୍ଲାଟୁନ ପୋଲିସ ଫୋର୍ସ ପ୍ରତି ବୁଥ ରେ ପହରା ମାରିବେ । ଯାହାଦ୍ୱାରା ଏକ ସ୍ୱଚ୍ଛ ନିର୍ବଚନ ଅନୁଷ୍ଠିତ ହୋଇପାରିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଫ୍ଲାଗ ମାର୍ଚ୍ଚ ଭୋଟର ମାନଙ୍କ ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ ।

ବାଇଟ: ଅଖିଳେସ୍ୱର ସିଂ ( କଟକ ଡିସିପି )

ଫାଭିଓ : ଜିଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସମସ୍ତ ପାକ ନିର୍ବଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ , ଏବେ ଅପେକ୍ଷା ଆସନ୍ତାକାଲି କିଏ ପାରିହେବ ନିର୍ବାଚନ ବୈତରଣୀ । 

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ 

Visual byte send by mojo plz check 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.