ETV Bharat / sitara

ବକ୍ସ ଅଫିସରେ ଥପ୍ପଡର କମାଲ - ତାପସି ପନ୍ନୁ

ତାପସି ପନ୍ନୁ ଷ୍ଟାରର ଫିଲ୍ମ 'ଥପ୍ପଡ' ବର୍ତ୍ତମାନ ବକ୍ସ ଅଫିସରେ ଧମାଲ ମଚାଇଛି । ଅଧିକ ପଢନ୍ତୁ..

ବକ୍ସ ଅଫିସରେ ଥପ୍ପଡର କମାଲ
ବକ୍ସ ଅଫିସରେ ଥପ୍ପଡର କମାଲ
author img

By

Published : Feb 29, 2020, 11:25 AM IST

ମୁମ୍ବାଇ: ଶୁକ୍ରବାର ବକ୍ସ ଅଫିସରେ ରିଲିଜ ହୋଇଛି ତାପସି ପନ୍ନୁ ଷ୍ଟାରର ଫିଲ୍ମ ଥପ୍ପଡ । ଆଉ ବର୍ତ୍ତମାନ ଏହା ବକ୍ସ ଅଫିସରେ ଧମାଲ ମଚାଇଛି । ଫିଲ୍ମକୁ ଦର୍ଶକ ଢେରସାରା ଭଲ ରେସପନ୍ସ ଦେଇଛନ୍ତି ।

ପ୍ରଥମ ଦିନରେ ଅନୁମାନଠାରୁ ଅଧିକ ବିଜନେସ୍ କରିଛି 'ଥପ୍ପଡ' । ଏହା ପ୍ରଥମ ଦିନରେ ତିନି କୋଟିର କଲେକ୍ସନ କରିଛି । ତେବେ ଫିଲ୍ମଟି ୱିକେଣ୍ଡରେ ଅଧିକ ବିଜନେସ କରିବା ନେଇ ଆଶାବାଦୀ ଅଛନ୍ତି ଟିମ୍ ।

ସୂଚନାଯୋଗ୍ୟ, ଫିଲ୍ମର ବଜେଟ କହିଛି 22 କୋଟି । ଏହି ଫିଲ୍ମକୁ ଭାରତରେ 2300ରୁ ଅଧିକ ଏବଂ ପ୍ରାୟ 400 ସ୍କ୍ରିନରେ ରିଲିଜ କରାଯାଇଛି । ଏହି ଫିଲ୍ମରେ ତାପସୀଙ୍କ ବ୍ୟତୀତ ମାୟା ଗୁଲାଟି, ରତ୍ନା ପାଠକ, ତନୱୀ ଆଜମି, କୁମୁଦ ମିଶ୍ରା, ଗିତୀକା ବୌଧ, ରାମ କପୁର ଏବଂ ଦିୟା ମିର୍ଜା ନଜର ଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.