ETV Bharat / sitara

ସର୍ବଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ଜିତିଲା ‘ଶିର କୋରମା’ - ସ୍ବରା ଭାସ୍କର ଅପଡେଟ ନ୍ୟୁଜ

34th Connecticut LGBT Film Festivalରେ ଆୱାର୍ଡ ଜିତିଲା ସମଲିଙ୍ଗୀ କାହାଣୀକୁ ନେଇ ଆଧାରିତ ଫିଲ୍ମ ‘ଶେର କୋରମା’ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 30, 2021, 1:47 PM IST

ମୁମ୍ବାଇ: ଶବାନା ଆଜମୀ, ସ୍ବରା ଭାସ୍କର ଓ ଦିବ୍ୟା ଦତ୍ତଙ୍କ ଅଭିନୀତ ସଟ ଫିଲ୍ମ ‘ଶିର କୋରମା’କୁ ନେଇ ନୂଆ ଖବର । ଏହି ଫିଲ୍ମ 34ତମ କନେକ୍ଟିକଟ ଏଲଜିବିଟି ଚଳଚ୍ଚିତ୍ର ମହୋତ୍ସବରେ ସର୍ବଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଦର୍ଶକ ପୁରସ୍କାରରେ ପୁରସ୍କୃତ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ଫରାଜ ଆରିଫ ଅନସାରୀ ମଙ୍ଗଳବାର ଟ୍ବିଟ କରି ଏହି ଖୁସି ଖବର ସମସ୍ତଙ୍କ ସହ ସେୟାର କରିଥିଲେ ।

ସେହିପରି ସେ ଟ୍ବିଟରେ ଲେଖିଥିଲେ, ‘ଆମେ ଜିତିଗଲୁ । ହ୍ୟାସଟ୍ୟାଗ ଶିର କୋରମା 34ତମ ଏଲଜିବିଟି ଫିଲ୍ମ ଫେଷ୍ଟିଭାଲ ଅଡିୟାନ୍ସ ଆୱାର୍ଡ ଜିତିଛି । ପୃଥିବୀର ବିଭିନ୍ନ ସ୍ଥାନରୁ ସାମିଲ ହୋଇଥିବା 83ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ଆମେ ସର୍ବାଧିକ ଦର୍ଶକ ସ୍କୋର ପାଇଛୁ ।’

ଆଉ ଏକ ଟ୍ବିଟରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଥାଉକି ‘ଶିର କୋରମା’ ମହିଳା ଆଧାରିତ କାହାଣୀ । ଯେଉଁଥିରେ ଦୁଇ ସମଲିଙ୍ଗୀଙ୍କ ପ୍ରେମ କାହାଣୀକୁ ପର୍ଯ୍ୟବେଶିତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.