ETV Bharat / sitara

ସୁଶାନ୍ତଙ୍କ ‘ଦିଲ ବେଚେରା’ ଟ୍ରେଲର ଦେଖି ଭାବବିହ୍ବଳ ସୁସ୍ମିତା-ମାଧୁରୀ - ‘ଦିଲ ବେଚେରା’ ଟ୍ରେଲର ଦେଖି ସୁଶାନ୍ତଙ୍କ ପାଇଁ ଇମୋସନାଲ ନୋଟ ଲେଖିଲେ

'ଦିଲ ବେଚାରା'ର ଟ୍ରେଲର ଦେଖି ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ମନେପକାଉଛନ୍ତି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଭାବନା ପ୍ରକାଶ କରୁଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ସୁସ୍ମିତା ସେନ୍ ଏବଂ ମାଧୁରୀ ଦୀକ୍ଷିତ ମଧ୍ୟ ‘ଦିଲ ବେଚେରା’ ଟ୍ରେଲରକୁ ପ୍ରଶଂସା କରିଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର ଭାବନା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

sushmita sen and madhuri dixit lauds dil bechara trailer pens emotional note for sushant
‘ଦିଲ ବେଚେରା’ ଟ୍ରେଲର ଦେଖି ସୁଶାନ୍ତଙ୍କ ପାଇଁ ଇମୋସନାଲ ନୋଟ ଲେଖିଲେ ସୁସ୍ମିତା- ମାଧୁରୀ
author img

By

Published : Jul 8, 2020, 6:32 AM IST

ମୁମ୍ବାଇ: ରିଲିଜ ହେଲା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ଟ୍ରେଲର । ଫିଲ୍ମର ଟ୍ରେଲରକୁ ବହୁତ ଭଲ ପ୍ରତିକ୍ରିୟା ମିଳୁଛି । ସୁଶାନ୍ତଙ୍କ ପ୍ରଶଂସକମାନଙ୍କ ସମେତ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ଫିଲ୍ମର ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି । ତେବେ 'ଦିଲ ବେଚାରା'ର ଟ୍ରେଲକୁ ପ୍ରଶଂସା କରିବାରେ ବାଦ ପଡି ନାହାଁନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍ ଏବଂ ମାଧୁରୀ ଦୀକ୍ଷିତ ।

ସୋସିଆଲ ମିଡିଆରେ ‘ଦିଲ ବେଚେରା’ଫିଲ୍ମର ଏକ ପୋଷ୍ଟର ସେୟାର କରି ସୁସ୍ମିତା ଲେଖିଛନ୍ତି, 'ବ୍ୟକ୍ତିଗତ ଭାବେ ମୁଁ ସୁଶାନ୍ତଙ୍କୁ ଜାଣେ ନାହିଁ ... କେବଳ ତାଙ୍କ ଫିଲ୍ମ ଏବଂ କିଛି ଇଣ୍ଟରଭ୍ୟୁ ମାଧ୍ୟମରେ ମୁଁ ତାଙ୍କୁ ଜାଣିଛି । ସେ ଅନ-ସ୍କ୍ରିନ ଏବଂ ଅଫ-ସ୍କ୍ରିନ ବହୁତ ବୁଦ୍ଧିମାନ ସହିତ ତାଙ୍କର ବହୁତ ଭଲ ବ୍ୟକ୍ତିତ୍ବ ଥିଲା । ସୁଶାନ୍ତଙ୍କ ପ୍ରତି ତାଙ୍କ ପ୍ରଶଂସକମାନଙ୍କର ଏତେ ସାରା ଭଲପାଇବା ଦେଖି, ବର୍ତ୍ତମାନ ମତେ ଲାଗୁଛି ମୁଁ ତାଙ୍କୁ ବହୁତ ଭଲ ଭାବରେ ଜାଣିଛି । ମୁଁ ତାଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ ଧନ୍ୟ ହୋଇଥାନ୍ତି । ଯାହାଦ୍ୱାରା ଆମେ ପରସ୍ପର ସହିତ ୟୁନିଭର୍ସର ରହସ୍ୟ ସେୟାର କରିବାର ସୁଯୋଗ ପାଇପାରିଥାନ୍ତୁ ।'

ମତେ ‘ଦିଲ ବେଚେରା’ଟ୍ରେଲର ବହୁତ ଭଲ ଲାଗିଛି । ଫିଲ୍ମର ଟିମକୁ ‘ଅଲ ଦ ବେଷ୍ଟ’ । ସୁଶାନ୍ତଙ୍କ ପ୍ରଶଂସକମାନଙ୍କୁ ଏବଂ ତାଙ୍କ ପରିବାରକୁ ଭଲପାଇବା । ସୁଶାନ୍ତଙ୍କୁ ବହୁତ ସାରା ଭଲପାଇବା ।

ଏଥିସହ, ମାଧୁରୀ ଦୀକ୍ଷିତ ତାଙ୍କ ଟ୍ୱିଟରରେ ଟ୍ୱିଟ୍ ଲେଖିଛନ୍ତି, ମୁଁ ‘ଦିଲ ବେଚେରା’ଟ୍ରେଲରକୁ ଦେଖିଲି ଏବଂ ସୁଶାନ୍ତ ପୁଣିଥରେ ତାଙ୍କ ହସ ଦ୍ବାରା ମୋ ହୃଦୟକୁ ଛୁଇଁଛନ୍ତି । ଯେତେବେଳେ ବି ମୁଁ ତାଙ୍କୁ ଭେଟିଥାଏ, ତାଙ୍କ ମୁହଁରେ ସେହି ସମାନ ହସ ଦେଖିବାକୁ ମିଳିଥାଏ । ମୁଁ ତାଙ୍କୁ ଏବଂ ତାଙ୍କ ହସକୁ ସର୍ବଦା ମନେ ରଖିବି । ଏହା ଏକ ବହୁତ ସୁନ୍ଦର ଫିଲ୍ମ ।

  • Just watched #DilBecharaTrailer & Sushant touched my heart again with his warm smile. Whenever I met him he had the same smile on his face & I will always remember him that way 💔 Such a beautiful film to celebrate & remember his legacy - https://t.co/Vf8wSeFCAC

    — Madhuri Dixit Nene (@MadhuriDixit) July 7, 2020 " class="align-text-top noRightClick twitterSection" data=" ">

ମୁକେଶ ଛାବ୍ରାଙ୍କ ନିର୍ଦ୍ଦେଶିତ ‘ଦିଲ ବେଚେରା’ଫିଲ୍ମରେ ସଞ୍ଜନା ସାଙ୍ଗୀ ସୁଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମଟି 2014 ରେ ମୁକ୍ତିଲାଭ କରିଥିବା ହଲିଉଡ ଫିଲ୍ମ 'ଦ ଫଲ୍ଟ ଇନ୍ ଆଓ୍ବାର ଷ୍ଟାର୍'ର ଏକ ହିନ୍ଦୀ ରିମେକ୍ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.