ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ, ରେକର୍ଡ ହେଲା ନିର୍ଦ୍ଦେଶକଙ୍କ ବୟାନ

author img

By

Published : Jun 17, 2020, 8:32 PM IST

ଗତ ରବିବାର ଆତ୍ମହତ୍ୟା କରିଥିଲେ ବଲିଉଡ ଆକ୍ଟର ସୁଶାନ୍ତ ସିଙ୍ଗ ରାଜପୁତ । ବୁଧବାର କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ ବୟାନ ରେକର୍ଡ ହୋଇଛି । ଅଧିକ ପଢନ୍ତୁ.

ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ, ରେକର୍ଡ ହେଲା ନିର୍ଦ୍ଦେଶକଙ୍କ ବୟାନ
ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ, ରେକର୍ଡ ହେଲା ନିର୍ଦ୍ଦେଶକଙ୍କ ବୟାନ

ମୁମ୍ବାଇ: ଗତ ରବିବାର ଆତ୍ମହତ୍ୟା କରିଥିଲେ ବଲିଉଡ ଆକ୍ଟର ସୁଶାନ୍ତ ସିଙ୍ଗ ରାଜପୁତ । ତାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା ।

ତେବେ ଏନେଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମାମଲାରେ ବଲିଉଡର ଅନେକ କଳାକାରଙ୍କ ବୟାନ ରେକର୍ଡ କରାଯାଉଛି । ବୁଧବାର କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ ବୟାନ ରେକର୍ଡ ହୋଇଛି ।

ତେବେ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ଛାବ୍ରା କହିଛନ୍ତି, ସୁଶାନ୍ତଙ୍କ ସହ ମୋର ଭଲ ସମ୍ପର୍କ ଥିଲା । ସେ ଜଣେ ଭଲ ଅଭିନେତା ଥିଲେ । ଏହାସହ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ । ପୋଲିସ ତାଙ୍କୁ ପ୍ରାୟ 7ଘଣ୍ଟା ଧରି ଜେରା କରିଥିଲେ ।

ପ୍ରକାଶ ଥାଉ କି, ମୁକେଶ ସୁଶାନ୍ତଙ୍କର ଜଣେ ଭଲ ବନ୍ଧୁ ଥିଲେ । ଏହାସହ ସୁଶାନ୍ତଙ୍କ ଅପକମିଙ୍କ ଫିଲ୍ମ ଦିଲ୍ ବେଚାରାରେ ସେ ନିର୍ଦ୍ଦେଶନା ଦେଇଥିଲେ । ସୁଶାନ୍ତଙ୍କ ଡେବ୍ୟୁ ଫିଲ୍ମ କାଇ ପୋ ଚେରେ ସେ କାଷ୍ଟିଂ ଡିରେକ୍ଟର ରହି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.