ETV Bharat / sitara

ସୁଶାନ୍ତଙ୍କ ମାମଲାରେ ସାକ୍ଷୀଙ୍କୁ ମିଳୁଛି ଧମକ: ସମ୍ପର୍କୀୟ ଭାଇ - Sushant Singh Brother Reaction On

ସୁଶାନ୍ତଙ୍କ ମାମଲରେ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ନୀରଜ କହିଛନ୍ତି, ଏହି ମାମଲାରେ ପ୍ରମାଣ ଲୁଚାଇବା ପାଇଁ ପ୍ରୟାସ କରାଯାଉଛି । ଏପରିକି କି ଏହି ମାମଲାରେ ସାକ୍ଷୀମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦିଆଯାଉଛି । ଅଧିକ ପଢନ୍ତୁ...

Sushant Singh Brother Reaction On CBI Inquiry
ସୁଶାନ୍ତଙ୍କ ମାମଲାରେ ସାକ୍ଷୀଙ୍କୁ ମିଳୁଛି ଧମକ : ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ
author img

By

Published : Aug 18, 2020, 7:31 PM IST

ପାଟନା: ପାଟନାରେ ରହୁଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରମାଣ ଲୁଚାଇବା ପାଇଁ ପ୍ରୟାସ କରାଯାଉଥିବା ହେତୁ ତାଙ୍କ ପରିବାର ଏବେ ଡରୁଛନ୍ତି ।

ସୁଶାନ୍ତଙ୍କ ମାମଲାରେ ସାକ୍ଷୀଙ୍କୁ ମିଳୁଛି ଧମକ : ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ

ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ନୀରଜ କୁମାର ବାବଲୁ କହିଛନ୍ତି ଯେ, ଏହି ମାମଲାରେ ପ୍ରମାଣ ଲୁଚାଇବା ପାଇଁ ପ୍ରୟାସ କରାଯାଉଛି । ଏପରିକି କି ଏହି ମାମଲାରେ ସାକ୍ଷୀମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦିଆଯାଉଛି । ସାକ୍ଷୀମାନଙ୍କୁ ପୋଲିସ ସୁରକ୍ଷା ଦେବା ଉଚିତ୍ । କିନ୍ତୁ, ମୁମ୍ବାଇ ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉନାହିଁ ।

ମଙ୍ଗଳବାର ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ ନୀରଜ କହିଛନ୍ତି ଯେ, ଆମେ ସମସ୍ତେ ଆଶା କରୁଛୁ ଯେ ସୁପ୍ରିମକୋର୍ଟ ଖୁବ ଶୀଘ୍ର ଏହି ଘଟଣାରେ ବ୍ୟୁରୋ (ସିବିଆଇ) କୁ ନିର୍ଦ୍ଦେଶ ଦେବେ ଏବଂ ତଦନ୍ତରେ ସବୁକିଛି ସତ୍ୟ ସାମ୍ନାକୁ ଆସିବ । ଏହା କେବଳ ଆମର ନୁହେଁ ସମଗ୍ର ଦେଶର ଇଚ୍ଛା ।

ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର ଦୁଇ ମାସ ପରେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାର ତଦନ୍ତରେ କୌଣସି ଅଗ୍ରଗତି ହୋଇପାରି ନାହିଁ । ଜୁଲାଇ 15 ରେ ସୁଶାନ୍ତଙ୍କ ପିତା କେ. କେ. ସିଂହ ପାଟଣାର ରାଜୀବ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.