ETV Bharat / sitara

ସୁଶାନ୍ତଙ୍କ ପାଇଁ ଖୁସି ଜାହିର କଲେ ହ୍ରିତିକଙ୍କ ମା-ଭାଉଣୀ - ଶାନ୍ତଙ୍କ ଆତ୍ମହତ୍ୟା କେସର ଆଗାମୀ ତଦନ୍ତ କରିବ ସିବିଆଇ

ସୁଶାନ୍ତଙ୍କ ଆତ୍ମହତ୍ୟା କେସର ଆଗାମୀ ତଦନ୍ତ କରିବ ସିବିଆଇ । ଏହି ଖବର ଆସିବା ପରେ ସମସ୍ତେ ସୋସିଆଲ ମିଡିଆରେ ‘ଜଷ୍ଟିସ ଫର ସୁଶାନ୍ତ’ ପୋଷ୍ଟ କରିବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ରୋଶନ ପରିବାର।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 6, 2020, 6:51 PM IST

ମୁମ୍ବାଇ: ବୁଧବାର କେନ୍ଦ୍ର ସରକାର ସୁଶାନ୍ତ ସିଂ ରାଜପୁତଙ୍କ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଦେଇଛନ୍ତି । ଯାହାକୁ ନେଇ ଖୁସି ପୁରା ଦେଶ । କାରଣ ଦୀର୍ଘ ସମୟରୁ ସୋସିଆଲ ମିଡିଆରେ ସିବିଆଇ ଯାଞ୍ଚ ଦାବି କରିଆସୁଥିଲେ ସମସ୍ତେ । ସେହିପରି ସୁଶାନ୍ତଙ୍କ ପରିବାର ବ୍ୟତୀତ ଅନେକ ରାଜନେତା, ସେଲିବ୍ରିଟି ମଧ୍ୟ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ଦାବି କରିଥିଲେ । ଅନ୍ୟପଟେ ମୁମ୍ବାଇ ପୋଲିସକୁ ଏଯାବତ କରିଥିବା ସୁଶାନ୍ତଙ୍କ ମାମଲରା ପୁରା ବିବରଣୀ ସିବିଆଇକୁ ଦେବାକୁ କୁହାଯାଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଫ୍ୟାନ୍ସ ଖୁସି ପ୍ରକାଶ କରୁଥିବାର ନଜର ଆସୁଛନ୍ତି । କେବଳ ଫ୍ୟାନ୍ସ ନୁହେଁ ସେଲିବ୍ରିଟି ମଧ୍ୟ ଖୁସି ଜାହିର କରିଛନ୍ତି।

ସୁପରଷ୍ଟାର ହ୍ରିତିକ ରୋଶନଙ୍କ ମା ପିଙ୍କି ରୋଶନ ଓ ଭଉଣୀ ସୁନୈନା ରୋଶନ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ ପୋଷ୍ଟ ସେୟାର କରିଛନ୍ତି ।

ସୁନୈନା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଯେଉଁ ମୂହୁର୍ତ୍ତକୁ ଆମେ ଅପେକ୍ଷା କରିଥିଲେ ପରିଶେଷରେ ସେହି ସମୟ ଆସିଯାଇଛି ।’ ସେହିପରି ଏହି ପୋଷ୍ଟରେ ତାଙ୍କ ମା' ପିଙ୍କି କମେଣ୍ଟ କରି ଲେଖଛନ୍ତି, ‘ଜଷ୍ଟିସ ଫର ସୁଶାନ୍ତ।’

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.