ମୁମ୍ବାଇ: ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ସ୍ତର ଅଙ୍କନ ପାଇଁ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଉପରେ ଚମତ୍କାର ବିଜୟ ପରେ ମେଗାଷ୍ଟାର ଅମିତାଭ ବଚ୍ଚନ ମଙ୍ଗଳବାର ଦିନ ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । 78 ବର୍ଷୀୟ ଅଭିନେତା ତାଙ୍କ ଟ୍ବିଟରରେ କ୍ରିକେଟ ଦଳର ଏକ ଫଟୋ ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି ।
-
T 3816 - Yeeeeeaaaaahhhh and YEEEEAAAAAHHHHH !
— Amitabh Bachchan (@SrBachchan) February 16, 2021 " class="align-text-top noRightClick twitterSection" data="
India Wins by 317 runs .. I mean 317 runs in a Test .. that is INCREDIBLE !
जड़ें तो पहले ही उखाड़ दी थीं ; अब उन्हें उखाड़ के सुखा भी दिया है !
INDIA INDIA INDIA !!! 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳 pic.twitter.com/SnDTNQxsKH
">T 3816 - Yeeeeeaaaaahhhh and YEEEEAAAAAHHHHH !
— Amitabh Bachchan (@SrBachchan) February 16, 2021
India Wins by 317 runs .. I mean 317 runs in a Test .. that is INCREDIBLE !
जड़ें तो पहले ही उखाड़ दी थीं ; अब उन्हें उखाड़ के सुखा भी दिया है !
INDIA INDIA INDIA !!! 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳 pic.twitter.com/SnDTNQxsKHT 3816 - Yeeeeeaaaaahhhh and YEEEEAAAAAHHHHH !
— Amitabh Bachchan (@SrBachchan) February 16, 2021
India Wins by 317 runs .. I mean 317 runs in a Test .. that is INCREDIBLE !
जड़ें तो पहले ही उखाड़ दी थीं ; अब उन्हें उखाड़ के सुखा भी दिया है !
INDIA INDIA INDIA !!! 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳 pic.twitter.com/SnDTNQxsKH
ଆଉ ଲେଖିଛନ୍ତି, ‘ଭାରତ 317 ରନ୍ ସହ ବିଜୟ ହାସଲ କରିଛି । ମୋର ଅର୍ଥ ହେଉଛି ଏକ ଟେଷ୍ଟରେ 317 ରନ୍ ଯାହା ଅବିସ୍ମରଣୀୟ। ଭାରତ, ଭାରତ ଭାରତ ।’
ଅମିତାଭଙ୍କ ବ୍ୟତୀତ ବି-ଟାଉନର ମିଷ୍ଟର ଝକାସ୍ ଅନିଲ କପୁର ଟିମର ପ୍ରଶଂସା କରି ଲେଖିଛନ୍ତି, ‘ଶୁଭେଚ୍ଛା ବିରାଟ କୋହଲି ଟିମ । ଭଲ ଖେଳିଲ । ଇଣ୍ଡିଆ ବନାମ୍ ଇଂଲଣ୍ଡ । ବିସିସିଆଇ ।’
-
Congratulations @imVkohli & #TeamIndia 🇮🇳 !! Special mention @ashwinravi99 very well played!! #INDvENG @BCCI pic.twitter.com/bxhmCdmng1
— Anil Kapoor (@AnilKapoor) February 16, 2021 " class="align-text-top noRightClick twitterSection" data="
">Congratulations @imVkohli & #TeamIndia 🇮🇳 !! Special mention @ashwinravi99 very well played!! #INDvENG @BCCI pic.twitter.com/bxhmCdmng1
— Anil Kapoor (@AnilKapoor) February 16, 2021Congratulations @imVkohli & #TeamIndia 🇮🇳 !! Special mention @ashwinravi99 very well played!! #INDvENG @BCCI pic.twitter.com/bxhmCdmng1
— Anil Kapoor (@AnilKapoor) February 16, 2021
ପ୍ରକାଶ ଥାଉକି ଦେଶ ଭିତରେ ବିରାଟ କୋହଲିଙ୍କ ନେତୃତ୍ବରେ ଦ୍ବିତୀୟ ସର୍ବାଧିକ ଟେଷ୍ଟ ମ୍ୟାଚ ଜିତିଛି ଭାରତ । ଭାରତ ଘରୋଇ ପଡ଼ିଆରେ 28 ମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ 21ଟି ମ୍ୟାଚରେ ବିଜୟୀ ହୋଇଛି । 2ଟି ମ୍ୟାଚରେ ଟିମ ଇଣ୍ଡିଆ ପରାଜିତ ହୋଇଥିବା ବେଳେ 5ଟି ମ୍ୟାଚ ଡ୍ର' ରଖିବାରେ ସକ୍ଷମ ହୋଇଛି । ସେପଟେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବର ଘରୋଇ ପଡ଼ିଆରେ ଭାରତ 30ଟି ଟେଷ୍ଟ ମ୍ୟାଚ ଖେଳିଛି । ସେଥିମଧ୍ୟରେ 21ଟିରେ ଭାରତ ବିଜୟୀ ହୋଇଥିବା ବେଳେ 3ଟିରେ ପରାଜିତ ହୋଇଛି। 6ଟି ମ୍ୟାଚ ଡ୍ର' ହୋଇଛି।