ETV Bharat / sitara

ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି ହ୍ରିତିକଙ୍କ 'ସୁପର-30' ଟ୍ରେଲର - millions

ୟୁଟ୍ୟୁବରେ ଛାଇଲା ହ୍ରିତିକଙ୍କ 'ସୁପର-30' ଟ୍ରେଲର । ବର୍ତ୍ତମାନ ନମ୍ବର-1ରେ ଟ୍ରେଣ୍ଡ କରୁଛି ଏହି ଫିଲ୍ମର ଟ୍ରେଲର । ଯାହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଦର୍ଶକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
author img

By

Published : Jun 7, 2019, 2:19 AM IST

ମୁମ୍ବାଇ: ଦୁଇଦିନ ପୂର୍ବରୁ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ 'ସୁପର-30'ର ଟ୍ରେଲର ରିଲିଜ ହୋଇଥିଲା । ୟୁଟ୍ୟୁବରେ ରିଲିଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ #1ରେ ଟ୍ରେଣ୍ଡ କରିବାରେ ଲାଗିଥିଲା ଏହି ଟ୍ରେଲର । ଏଯାବତ ଫିଲ୍ମର ଟ୍ରେଲରଟିକୁ 2.84 କୋଟି ଥର ଦେଖାସରିଲାଣି । 'ସୁପର-30'ର କାହାଣୀକୁ ନେଇ ୟୁଟ୍ୟୁବରେ ଟ୍ରେଲରଟିକୁ ଅଧିକ ଥର ଦେଖାଯାଇଛି ।

ଫିଲ୍ମରେ ହ୍ରିତିକ ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସୁଛନ୍ତି । ଯିଏ ଗରିବ ପିଲାମାନଙ୍କୁ ପ୍ରତିଯୋଗୀ ପରୀକ୍ଷା ଆଇଆଇଟି, ଜେଇଇ ପାଇଁ ପ୍ରସ୍ତୁତ କରୁଛନ୍ତି ।

  • " class="align-text-top noRightClick twitterSection" data="">

ଦୁଇଦିନ ଅର୍ଥାତ୍ ମଙ୍ଗଳବାର ଆସିଥିବା ଟ୍ରେଲରରେ ହ୍ରିତିକଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଥିଲା । ହ୍ରିତିକ ଫିଲ୍ମ ପାଇଁ ନିଜ ଲୁକ୍ସକୁ ପୁରା ଚେଞ୍ଜ କରିନେଇଛନ୍ତି ।

ପ୍ରକାଶ ଥାଉକି ଫିଲ୍ମଟି ଏକ ବାସ୍ତବ କାହାଣୀକୁ ନେଇ ଆଧାରିତ । ବିହାରରେ ଥିବା 'ସୁପର-30' କୋଚିଂ ସେଣ୍ଟରର ସଂସ୍ଥାପକ ଆନନ୍ଦଙ୍କ ଜୀବନକୁ ଫିଲ୍ମରେ ପର୍ଯ୍ୟବେଶିତ କରାଯାଇଛି । ସେ କିପରି ନିଜ ଟଙ୍କା ଖର୍ଚ୍ଚ କରି ଗରିବ ପିଲାମାନଙ୍କୁ ଗଣିତ ଶିକ୍ଷା ମାଗଣାରେ ଦେଇ ତାଙ୍କ ଭାଗ୍ୟକୁ ଉଜ୍ଜ୍ବଳିତ କରୁଛନ୍ତି ତାହାକୁ ନେଇ ଫିଲ୍ମର କାହାଣୀ ।

Intro:Body:

terter

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.