ETV Bharat / sitara

ତୈମୁରଙ୍କୁ ଟକ୍କର ଦେଉଛନ୍ତି ସନ୍ନି ଲିଓନିଙ୍କ ପୁଅ

ତୈମୁରଙ୍କ ପାଇଁ ସୋସିଆଲ ମିଡିଆରେ ନୂଆ ପ୍ରତିଯୋଗିତା । ସନ୍ନି ଲିଓନିଙ୍କ ପୁଅଙ୍କ କ୍ୟୁଟନେସରେ ଫିଦା ଫ୍ୟାନ୍ସ । ତୈମୁରଙ୍କୁ ଟକ୍କର ଦେବେ ସନ୍ନିଙ୍କ ପୁଅ ନୋହ୍ବା ।

author img

By

Published : Jul 13, 2019, 10:30 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ସୈଫ-କରିନାଙ୍କ ଲାଡଲା ତୈମୁର ଜନ୍ମ ପରଠୁ ଲାଇମ ଲାଇଟରେ ରହିଆସୁଛନ୍ତି । ପ୍ରତିଦିନ ତୈମୁରଙ୍କ ନୂଆ ନୂଆ ଫଟୋ ସାମ୍ନାକୁ ଆସୁଛି । ତେବେ ଏହା ଭିତରେ ତୈମୁରଙ୍କୁ ଟକ୍କର ଦେବାକୁ ଆସିଯାଇଛନ୍ତି ସନ୍ନି ଲିଓନିଙ୍କ ପୁଅ ନୋହ୍ବା ଓ ଆଶେର ।

taimur ali khan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କିଛି ଦିନ ହେବ ସନ୍ନି ଏବେ ନିଜ ଛୁଆଙ୍କ ସହ ସମୟ ବିତାଉଛନ୍ତି । ବେଳେବେଳେ ଦୁଇ ପୁଅ ଓ ଝିଅଙ୍କ ସହ ସନ୍ନିଙ୍କୁ ଦେଖିବାକୁ ମିଳୁଛି । ନିକଟରେ ସନ୍ନିଙ୍କ ସହ ପୁଅ ନୋହ୍ବାଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଫଟୋରେ ସେ ନୋହ୍ବାଙ୍କୁ କୋଳେଇ ଧରିଛନ୍ତି । ଏହି ଫଟୋରେ ନୋହ୍ବା ବିଲକୁଲ୍ ତୈମୁରଙ୍କ ଭଳି ହିଁ ଦେଖାଯାଉଛନ୍ତି । ପୁଅଙ୍କ ଫଟୋ ଦେଖି ଫ୍ୟାନ୍ସ ଏବେ ପୁରାପୁରି କନଫ୍ୟୁଜ ।

sunny leoni's son
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କ୍ୟୁଟନେସରେ ନୋହ୍ବା, ତୈମୁରଙ୍କୁ ବରାବର ଟକ୍କର ଦେଉଛନ୍ତି । ପ୍ରକାଶଥାଉକି, 2018ରେ ଡେନିଏଲ ଓ ସନ୍ନି ସରୋଗେସି ଜରିଆରେ ପୁତ୍ର ସନ୍ତାନର ମାତା-ପିତା ହୋଇଥିଲେ । ଏହା ପୂର୍ବରୁ ଝିଅ ନିଶାଙ୍କୁ ଆପଣେଇ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.