ଲସ୍ ଆଞ୍ଜେଲସ୍: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀ ବିଚ୍ ଆଉଟିଂ କୁ ବହୁତ ଭଲ ପାଆନ୍ତି ।
ରବିବାର ଦିନ ସନ୍ନି ସମୁଦ୍ର କୂଳର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସନ୍ନି ଏକ ଲାଲ ରଙ୍ଗର ସାର୍ଟ ଏବଂ କଳା ରଙ୍ଗର ପ୍ୟାଣ୍ଟ ସହିତ ବ୍ଲାକ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।
- " class="align-text-top noRightClick twitterSection" data="
">
ଫଟୋ ସହିତ କ୍ୟାପସନରେ ସନ୍ନି ଲେଖିଛନ୍ତି, "ବିଚ୍ ପର୍ ଥଣ୍ଡି ସୁବହା୍" ।
ଏହି ମାସ ଆରମ୍ଭରେ, ସନ୍ନି ସମୁଦ୍ର କୂଳର ଆଉ ଏକ ଫଟୋ ସେୟାର କରିଥିଲେ ।
- View this post on Instagram
Social distancing at the beach!! Can’t get any better then this! California LOVE!
">
ସନ୍ନି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କୁ ନୀଳ ରଙ୍ଗର ସ୍ୱିମ୍ସୁଟ୍ ସହିତ ଏକ ବ୍ଲାକ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।
ଫଟୋ ସହିତ କ୍ୟାପସନରେ ସନ୍ନି ଲେଖିଥଲେ, "ସମୁଦ୍ର କୂଳରେ ସାମାଜିକ ଦୂରତା । ଏହା ଠାରୁ ଭଲ କିଛି ହୋଇପାରିବ ନାହିଁ । କାଲିଫର୍ଣ୍ଣିଆ ଲଭ୍ " ।