ନୂଆଦିଲ୍ଲୀ: ବରୁଣ ଧୱନ ଇଣ୍ଡଷ୍ଟ୍ରିର ଅନ୍ୟତମ ଦକ୍ଷ ଯୁବ ଅଭିନେତା । ଯିଏ କେବଳ ସିଲଭର ସ୍କ୍ରିନରେ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି ନାହିଁ ବରଂ ପ୍ରତିଦିନ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନ କରିଥାନ୍ତି ।
- " class="align-text-top noRightClick twitterSection" data="
">
ଆଜି,'କଲଙ୍କ' ଅଭିନେତା ତାଙ୍କର ଏକ ସନ୍ କିସଡ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ବରୁଣ ଏକ କଳା ଟି ସାର୍ଟ ସହିତ ଷ୍ଟାଇଲିସ୍ କ୍ୟାପ୍ ପିନ୍ଧି କାରରେ ବସିଥିବାର ଦେଖିବାକୁ ମିଳିଛି ।
ବରୁଣଙ୍କ ଏହି ଫଟୋକୁ ପ୍ରଂଶସକମାନେ ବହୁତ ପସନ୍ଦ କରୁଛନ୍ତି ।
ପ୍ରକାଶ ଥାଉ କି, ବରୁଣ ଅଭିନେତ୍ରୀ ସାରା ଅଲି ଖାନଙ୍କ ସହିତ 'କୁଲି ନଂ -1'ରେ ନଜର ଆସିବେ । ଏହା ବ୍ୟତୀତ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଅରୁଣ ଖେତରପାଲଙ୍କ ବାୟୋପିକରେ ବରୁଣ ମୁଖ୍ୟ ଭୂମିକାରେ ନଜର ଆସିବେ ।