ETV Bharat / sitara

ଲକ୍ଷ୍ମଣ ଦେଖୁଛନ୍ତି ମେଘନାଧ ବଧ, ଭାଇରାଲ ଫଟୋ

author img

By

Published : Apr 17, 2020, 1:32 PM IST

ନିଜ ଅଭିନୀତ ଧାରାବାହିକ ‘ରାମାୟଣ’ ଜରିଆରେ ନିଜକୁ ମନୋରଞ୍ଜନ କରୁଛନ୍ତି ସୁନୀଲ ଲହରୀ । ସେୟାର କଲେ ଫଟୋ...

sunil lahiri
ଫଟୋ ସୌଜନ୍ୟ: ଟ୍ବିଟର@ସୁନୀଲ ଲହରୀ

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ ପୁନଃ ପ୍ରସାରଣ ପରଠୁ ଚର୍ଚ୍ଚାରେ। ଲକଡାଉନ ସମୟରେ ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଛି ଏହି ଧାରାବାହିକ। ଏବେ ‘ରାମାୟଣ’ରେ ରାମ ଓ ରାବଣ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଗତ ଏପିସୋଡରେ ମେଘନାଦର ବଧ କରିଛନ୍ତି ଲକ୍ଷ୍ମଣ।

ହେଲେ ମଜାଦାର କଥା ହେଲା ଯେ ‘ରାମାୟଣ’ର ଲକ୍ଷ୍ମଣ ସୁନୀଲ ଲହରୀ ମଧ୍ୟ ଘରେ ରହି ଏହି ଏପିସୋଡର ଆନନ୍ଦ ନେଇଛନ୍ତି । ଯାହାର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ଗୁରୁବାର ରାତିରେ ନିଜ ଅଭିନୀତ ‘ରାମାୟଣ’ ଦେଖିବା ଅନୁଭୂତ ସୁନୀଲ ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଭାଇରାଲ ହେଉଥିବା ଫଟୋରେ ସୁନୀଲ ଟିଭିରେ ମେଘନାଧକୁ ବଧ କରୁଥିବାର ବସିଦେଖୁଛନ୍ତି । ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ମେଘନାଧର ବଧ ଦେଖୁଛି।’

photo

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.