ETV Bharat / sitara

ପୋଜ କୁଇନ ଶାହରୁଖ ତନୟା...

author img

By

Published : Oct 20, 2019, 2:29 PM IST

ସୁହାନାଙ୍କ ଯେ କୌଣସି ଫଟୋ ଆସୁଆସୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ । ଆଉ ଏମିତି କିଛି ଫଟୋ ଏବେ ଭାଇରାଲ ହେଉଛି ଯାହାକୁ ନେଇ ସରଗରମ ଇଣ୍ଡଷ୍ଟ୍ରି ।

ପୋଜ କୁଇନ ଶାହାରୁଖ ତନୟା

ମୁମ୍ବାଇ: କୌଣସି ସେଲିବ୍ରେଟିଠାରୁ କମ୍ ନୁହଁନ୍ତି ଶାହାରୁଖଙ୍କ ଲାଡଲି । ଫିଲ୍ମରେ ଏଣ୍ଟ୍ରି ମାରିବା ପୂର୍ବରୁ ସୁହାନାଙ୍କ ଅନ୍ଦାଜଙ୍କୁ ଖୁବ୍ ପସନ୍ଦ କରୁଛନ୍ତି ସମସ୍ତେ । ଆଉ ସେଥିପାଇଁ ତ ସୁହାନାଙ୍କ ଯେ କୌଣସି ଫଟୋ ଆସୁଆସୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ । ଆଉ ସୁହାନାଙ୍କ ଏମିତି କିଛି ଫଟୋ ଏବେ ଭାଇରାଲ ହେଉଛି....

ଏହି ଫଟୋରେ ସୁହାନା ନିଜର ବେଷ୍ଟଫ୍ରେଣ୍ଡ୍ ଅନନ୍ୟା ପାଣ୍ଡେ ଏବଂ ସନାୟା କପୁରଙ୍କ ସହ ନଜର ଆସୁଛନ୍ତି । ପିକ୍ଚରରେ ସୁହାନା ଏକ ୱାଇଟ କଲର ଡ୍ରେସ ପିନ୍ଧିଛନ୍ତି ଯେଉଁଥିରେ ବ୍ଲାକ କଲରର ଲାଇନିଙ୍ଗ୍ ହୋଇଛି । ଖୋଲା ଚୁଟି ସାଙ୍ଗକୁ ରେଡ କଲରର ଲିପଷ୍ଟିକ ତାଙ୍କ ଲୁକକୁ କରୁଛି ଅଧିକ ଆଟ୍ରାକ୍ଟିଭ ।

ସେହିପରି ଫଟୋରେ ଅନନ୍ୟା ପାଣ୍ଡେ ପିଙ୍କ୍ କଲରର ଅପସୋଲ୍ଡର ଡ୍ରେସରେ ଖୁବ୍ ଷ୍ଟନିଙ୍ଗ୍ ଲାଗୁଛନ୍ତି । ଆଉ ସନାୟାଙ୍କ ଗ୍ଲାମରିୟସ ଲୁକ୍ ମଧ୍ୟ କିଛି କମ୍ ନୁହେଁ ।

ତେବେ ସୁହାନା, ଅନନ୍ୟା ଏବଂ ସନାୟା ପିଲାବେଳର ସାଙ୍ଗ । ଅନେକ ସମୟରେ ଏମାନେ ନିଜର ଗ୍ୟାଦରିଙ୍ଗ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥା'ନ୍ତି । ତେବେ ସୁହାନା କ୍ୟାମେରା ଦେଖିବା କ୍ଷଣି ମଡେଲ ପରି ପୋଜ ଦେବାକୁ ଭୁଲି ନଥା'ନ୍ତି ।

ଏଠାରେ ସୂଚନାଯୋଗ୍ୟ, ନିକଟରେ ସୁହାନାଙ୍କ ପ୍ରଥମ ସର୍ଟ ଫିଲ୍ମର ଟିଜର ସାମ୍ନାକୁ ଆସିଛି । ଏହି ଫିଲ୍ମର ନାମ 'ଦ ଗ୍ରେ ପାର୍ଟ ଅଫ୍ ଦ ବ୍ଲୁ' । ଏହି ଟିଜରରେ ଏକ କ୍ୟୁଟ୍‌ ଲୁକ୍‌ରେ ନଜର ଆସୁଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.