ETV Bharat / sitara

ଆମେରିକାରେ କାର ରାଲି ଆୟୋଜନ କଲେ ସୁଶାନ୍ତଙ୍କ ଫ୍ୟାନ୍ସ, ଭିଡିଓ ଭାଇରାଲ

author img

By

Published : Sep 6, 2020, 5:17 PM IST

ସୁଶାନ୍ତଙ୍କୁ ନ୍ୟାୟ ପାଇଁ ପ୍ରଶଂସକମାନେ ଆମେରିକାରେ ଏକ କାର୍ ରାଲିର ଆୟୋଜନ କରିଛନ୍ତି । ଏହି ରାଲିର ଏକ ଭିଡିଓ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

SSR supporters organise car rally in US as a mark of solidarity
ଆମେରିକାରେ କାର ରାଲିର ଆୟୋଜନ କଲେ ସୁଶାନ୍ତଙ୍କ ଫ୍ୟାନ୍ସ, ଭିଡିଓ ଭାଇରାଲ

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସମର୍ଥକମାନେ ତାଙ୍କ ପାଇଁ ସତ୍ୟ ଏବଂ ନ୍ୟାୟ ଦାବି କରି ଆମେରିକାରେ ଏକ କାର ରାଲିର ଆୟୋଜନ କରିଛନ୍ତି ।

ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ଏହି ସମାବେଶର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଭିଡିଓ ସହିତ କ୍ୟାପସନରେ ଶ୍ବେତା ଲେଖିଛନ୍ତି, ଆମେରିକାର କାଲିଫର୍ଣ୍ଣିଆରେ କାର ରାଲି । ସତ୍ୟର ଖୁଲାସା ପାଇଁ ଆମେ ଏହାକୁ ବିଶ୍ବ ଆନ୍ଦୋଳନ ବୋଲି କହୁଛୁ । ସତ୍ୟାଗ୍ରହ ।

  • Pray that God gives everyone the right mind, that the guilty confesses their guilts and redeem their souls 🙏 #GlobalPrayers4SSR

    — shweta singh kirti (@shwetasinghkirt) September 6, 2020 " class="align-text-top noRightClick twitterSection" data=" ">

ଭିଡିଓରେ କାରରେ ସୁଶାନ୍ତଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ଲେଖାଅଛି #ସତ୍ୟାଗ୍ରହ: ଏ ଓ୍ବାର୍ଲଡ ମୁମେଣ୍ଟ ଫର ଟ୍ରୁଥ ।

ଅନ୍ୟ ଏକ ଟୁଇଟ‌ରେ ଶ୍ବେତା ଲେଖିଛନ୍ତି, ପ୍ରାର୍ଥନା କରନ୍ତୁ ଯେ ଦୋଷୀମାନେ ସେମାନଙ୍କର ଦୋଷ ସ୍ବୀକାର କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.