ETV Bharat / sitara

ଭାରତରେ ବୁଲୁଛନ୍ତି ସ୍ପାଇଡରମ୍ୟାନ, ଦେଖନ୍ତୁ ଫଟୋ

author img

By

Published : Jul 3, 2019, 2:37 PM IST

'ସ୍ପାଇଡରମ୍ୟାନ' ରିଲିଜ ହେବା ପୂର୍ବରୁ ହିଁ ଭାରତର ଅନେକ ସ୍ଥାନରେ ନଜର ଆସିଛନ୍ତି । କେବେ ଇଣ୍ଡିଆ ଗେଟ ଉପର ତ କେବେ ତାଜମହଲରେ ଦେଖିବାକୁ ମିଳୁଛି ଏହି ସ୍ପାଇଡରମ୍ୟାନକୁ ।

ଫଟୋ ସୌଜନ୍ୟ: ଟ୍ବିଟର@ଆଇଏନଏନଏସ

ମୁମ୍ବାଇ: ଟମ ହଲ୍ୟାଣ୍ଡଙ୍କ 'ସ୍ପାଇଡରମ୍ୟାନ' ଏଯାବତ ଭାରତରେ ରିଲିଜ ହୋଇନାହିଁ । କିନ୍ତୁ କଳା ମଧ୍ୟମରେ ସ୍ପାଇଡରମ୍ୟାନ ଏବେ ଭାରତରେ ପହଞ୍ଚିଯାଇଛି । ସୁପର ହିରୋର ଏହି ଫିଲ୍ମକୁ ଦୀର୍ଘ ସମୟରୁ ଅପେକ୍ଷା କରିଥିବା ଆର୍ଟ ଷ୍ଟୁଟେଣ୍ଟସ ଗତ ସପ୍ତାହରେ ମୁମ୍ବାଇ ରାସ୍ତାରେ ସ୍ପାଇଡରମ୍ୟାନ ଗ୍ରାଫିଟି ଆର୍ଟ ଚିତ୍ର କରିଥିଲେ ।

twitter
ଫଟୋ ସୌଜନ୍ୟ: ଟ୍ବିଟର@ଆଇଏନଏନଏସ

ବାଙ୍ଗାଲୁରୁ ଏବଂ ପୁଣେର କିଛି ଆର୍ଟ ଷ୍ଟୁଡେଣ୍ଟ ମଧ୍ୟ ନିଜ କଳା ଜରିଆରେ କିଛି ଗ୍ରାଫିଟି ଆର୍ଟ ମାଧ୍ୟମରେ ସ୍ପାଇଡରମ୍ୟାନକୁ ଜୀବତ କରିଛନ୍ତି ।

ଏପରି ରୂପେ ସ୍ପାଇଡରମ୍ୟାନ ଏବେ ଭାରତରେ ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଫଟୋରେ ସ୍ପାଇଡରମ୍ୟାନକୁ ଇଣ୍ଡିଆ ଗଟେ ଉପରେ ଦେଖିବାକୁ ମିଳୁଛି । ଏହାସହ ସ୍ପାଇଡରମ୍ୟାନକୁ ଗେଟଓ୍ବେ ଅଫ ଇଣ୍ଡିଆ ସାମ୍ନାରେ ମଧ୍ୟ ଦେଖିବାକୁ ମିଳିଛି ।

ଏହିଭଳି ଆହୁରୀ ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ଫଟୋରେ ସ୍ପାଇଡରମ୍ୟାନକୁ ଜଣେ କ୍ଲାସିକାଲ ଡାନ୍ସର ସହ ଦେଖିବାକୁ ମିଳିଛି । ଫଟୋକୁ ଦେଖି ଲାଗୁଛି ଯେ ଡାନ୍ସ ଶିଖିବାକୁ ଚେଷ୍ଟା କରୁଛନ୍ତି ସ୍ପାଇଡରମ୍ୟାନ ।

ପ୍ରକାଶ ଥାଉକି 'ସ୍ପାଇଡରମ୍ୟାନ' ଫିଲ୍ମଟି ଜୁଲାଇ 5ରେ ରିଲିଜ ହେବାର ଥିଲା । କିନ୍ତୁ ମେକର୍ସ ଏହାର ରିଲିଜ ତାରିଖ ପରିବର୍ତ୍ତନ କରି ଜୁଲାଇ 4 କରିଦେଇଛନ୍ତି । ଯାହାକୁ ନେଇ ଖୁବ୍ ଉତ୍ସାହିତ ଦର୍ଶକ । ସୋନି ପିକ୍ଚର୍ସ ଏଣ୍ଟରଟେନମେଣ୍ଟ ଇଣ୍ଡିଆ ଫିଲ୍ମର ଇଂରାଜୀ, ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭର୍ସନରେ ରିଲିଜ କରିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.