ETV Bharat / sitara

‘ରାଧେଶ୍ୟାମ’ର ପ୍ରି-ଟିଜର ଭିଡିଓ ରିଲିଜ, ରୋମାଣ୍ଟିକ ଅନ୍ଦାଜରେ ବାହୁବଳୀ

author img

By

Published : Feb 6, 2021, 3:18 PM IST

ରିଲିଜ ହୋଇଯାଇଛି ‘ରାଧେଶ୍ୟାମ’ର ପ୍ରି-ଟିଜିର ଭିଡିଓ । ଆସନ୍ତା 14 ତାରିଖରେ ରିଲିଜ ହେବ ଫିଲ୍ମର ନୂଆ ଟିଜର ଭିଡିଓ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସସ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସସ

ମୁମ୍ବାଇ: ବହୁ ଚର୍ଚ୍ଚିତ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ରାଧେଶ୍ୟାମ’କୁ ନେଇ ଏକ୍ସାଇଡେଟ ଥିବା ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । କାରଣ ସମସ୍ତଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ମେକର୍ସ ଜାରି କରିଦେଇଛନ୍ତି ପ୍ରି-ଟିଜିର ଭିଡିଓ । ଯେଉଁଥିରେ ‘ବାହୁବଳୀ’ ଫେମ ପ୍ରଭାସଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳୁଛନ୍ତି ।

  • " class="align-text-top noRightClick twitterSection" data="">

ପ୍ରଭାସଙ୍କ ସହ ଏହି ଫିଲ୍ମରେ ଅଭିନେତ୍ରୀ ପୂଜା ହେଗଡେ ନଜର ଆସିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଫେମସ ନିର୍ଦ୍ଦେଶକ ରାଧେ କ୍ରିଷ୍ଣା କୁମାର । ସେହିପରି ପ୍ରି-ଟିଜିର ଭିଡିଓରେ ଫ୍ୟାନ୍ସଙ୍କୁ ଟିଜିର ରିଲିଜର ସୂଚନା ଦିଆଯାଇଛି । ଏବର୍ଷ ଭାଲେଣ୍ଟାଇନ ଅବସରରେ ରିଲିଜ ହେବାକୁ ଯାଉଛି ‘ରାଧେଶ୍ୟାମ’ର ଏହି ଟିଜିର ଭିଡିଓ । ଏବେ ଦେଖନ୍ତୁ ପ୍ରି ଭିଡିଓ...

ପ୍ରକାଶ ଥାଉକି ‘ରାଧେଶ୍ୟାମ’ ବ୍ୟତୀତ ପ୍ରଭାସଙ୍କ ଆଉ ଏକ ଫିଲ୍ମକୁ ନେଇ ଚର୍ଚ୍ଚା । ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ ଅଭିନେତା । ଆଉ ତାଙ୍କ ସହ ଫାଇଟ୍ କରିବେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.