ETV Bharat / sitara

ସୋନୁଙ୍କ 6 ପ୍ୟାକ୍ ଦେଖି ଆଶ୍ଚର୍ଯ୍ୟ ଫ୍ୟାନ୍ସ

author img

By

Published : Apr 1, 2021, 7:44 AM IST

ଭାଇରାଲ ହେଲା ସୋନୁଙ୍କ ନୂଆ ପୋଷ୍ଟ । ଏଥର ୱାର୍କଆଉଟରେ ବ୍ୟସ୍ତ ନଜର ଆସୁଛନ୍ତି ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ

ମୁମ୍ବାଇ: ଗରିବଙ୍କ ଦାତା ସାଜିଥିବା ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦଙ୍କ ବିଷୟରେ ଜାଣିବାକୁ ସବୁବେଳେ ଚାହିଁ ବସିଥାନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଖୁବ୍ ଭାଇରାଲ ହୁଏ । ହେଲେ ଏଥର ସେୟାର କରିଥିବା ନିଜ ଫଟୋକୁ ନେଇ ଚର୍ଚ୍ଚାରେ ଅଭିନେତା । ଭାଇରାଲ ହେବାରେ ଲାଗିଛି ପୋଷ୍ଟ । ବୁଧବାର ସେୟାର କରିଥିବା ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଯାହା ଉପରେ ଫିଦା ସମସ୍ତେ ।

କଥାଟି ହେଲା ଯେ ବର୍ତ୍ତମାନ ୱାର୍କଆଉଟରେ ମାତିଛନ୍ତି ସୋନୁ । ଆଉ ଇନଷ୍ଟାଗ୍ରାମରେ ନିଜର ସର୍ଟଲେସ ଫଟୋ ସେୟାର କରି ଘାୟଲ କରିଦେଇଛନ୍ତି ଫ୍ୟାନ୍ସଙ୍କୁ । ଯେଉଁଥିରେ ଦେଖିବାକୁ ମିଳୁଛି ତାଙ୍କ 6 ପ୍ୟାକ ଆବ୍ସ । ସେ କୁଲ୍ ଅନ୍ଦାଜରେ ଟ୍ରେଡ ମିଲରେ ଶୋଇ ପୋଜ୍ ଦେଇଥିବାର ନଜର ଆସୁଛନ୍ତି ।

ସେୟାରର 2 ଘଣ୍ଟା ମଧ୍ୟରେ 5 ଲକ୍ଷ 61 ହଜାର ଲାଇକ ମିଳିସାରିଲାଣି । ଆଉ କମେଣ୍ଟ କରି ଫ୍ୟାନ୍ସ ପ୍ରଶଂସାରେ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.