ETV Bharat / sitara

ଜାହ୍ନବୀ@22, ଭିନ୍ନ ଅନ୍ଦାଜରେ ସୋନମଙ୍କ ବର୍ଥ ଡେ' ୱିଶ - photo

22 ବର୍ଷରେ ପାଦ ରଖିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର । ବୁଧବାର ପରିବାର ସହ ଜନ୍ମଦିନ ଖୁବ୍ ଜୋରୋସୋରରେ ପାଳନ କରିଥିଲେ ଜାହ୍ନବୀ । ଭଉଣୀଙ୍କୁ ଭିନ୍ନ ଢଙ୍ଗରେ ବର୍ଥ ଡେ ୱିଶ କଲେ ଅଭିନେତ୍ରୀ ସୋନମ କପୁର ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 7, 2019, 4:29 AM IST

ହାଇଦ୍ରାବାଦ: 'ଧଡକ' ଫିଲ୍ମରେ ଶାନଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିବା ଅଭିନେତ୍ରୀ ଜାହ୍ନବୀ କପୁର ବୁଧବାର ନିଜର 22ତମ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ତାଙ୍କ ଦାଦା ଝିଅ ଅର୍ଥାତ୍ ପପୁଲାର ଅଭିନେତ୍ରୀ ସୋନମ କପୁର ଭିନ୍ନ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ସୋନମ ଇନଷ୍ଟାଗ୍ରାମରେ ଜାହ୍ନବୀଙ୍କ ପିଲାବେଳର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସୋନମ ବେବି ଜାହ୍ନବୀଙ୍କୁ କୋଳରେ ଧରିଥିବାର ନଜର ଆସୁଛନ୍ତି ।

ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି, "ହାପ୍ପି ହାପ୍ପି ବର୍ଥଡେ ଜାନୁ । ବେବୀ ଗର୍ଲ ତୁମକୁ ଅନେକ ଅନେକ ସ୍ନେହ । ନିଜର ଶାନଦାର ହସ ସହ ସବୁବେଳେ ହସୁଥାଅ । ଜନ୍ମଦିନର ଶୁଭେଚ୍ଛା ।"

ପ୍ରକାଶ ଥାଉକି ସ୍ବର୍ଗୀୟ ଅଭିନେତ୍ରୀ ଶ୍ରୀଦେବୀ ଫିଲ୍ମ ନିର୍ମାତା ବୋନି କପୁରଙ୍କ ସହ 1996ରେ ବିବାହ କରିଥିଲେ । 1997ରେ ଜାହ୍ନବୀ ଏବଂ 2000ରେ ଖୁସି କପୁର ଜନ୍ମ ହୋଇଥିଲେ ।

Intro:Body:

ମୋଦିଙ୍କୁ ଦିଗବିଜୟଙ୍କ ଚ୍ୟାଲେଞ୍ଜ: ମାମଲା ରୁଜୁ କରିବାକୁ ଦେଲେ ଆହ୍ବାନ

ନୂଆଦିଲ୍ଲୀ:  ପୁଲୱାମାରେ ଆତଙ୍କବାଦୀଙ୍କ ହମଲାକୁ ଦୁର୍ଘଟଣାର ନା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବେ ମୋଦି ସରକାରକୁ ସିଧାସଳଖ ଦେଇଛନ୍ତି ଚ୍ୟାଲେଞ୍ଜ । ଯଦି ହିମତ ଅଛି ମୋ ବିରୋଧରେ ମାମଲା ରୁଜୁ କର । ଗତକାଲି ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଦିଗ ବିଜୟ ଆଉ ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ ।

ମୋଦି ସରକାରକୁ ସିଧାସଳଖ ନିଶାନା କରି ଦିଗବିଜୟ ନିଜ ଟ୍ବିଟରେ କହିଛନ୍ତି 'ତମେ ଆଉ ତମ ମନ୍ତ୍ରୀ ମତେ ପାକିସ୍ତାନୀ ସପୋର୍ଟର ବା ଦେଶଦ୍ରୋହୀର ଆଖ୍ୟା ଦେଇ ସାରିଛ, ଦିଲ୍ଲୀରେ ଯେଉଁଠି ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ଯଦି ସାହାସ ଅଛି ମୋ ବିରୋଧରେ କେସ ଫାଇଲ କର' ।

ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାନା ବନାଇଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.