ETV Bharat / sitara

ହନିମୁନଠାରୁ ବର୍ଷେ ଦୂରେଇ ରହିଥିଲେ ସୋନମ !

ସୋନମ ନିଜ ୱାର୍କଲୋଡ କାରଣରୁ ହନିମୁନରେ ବିଳମ୍ବ ନିଷ୍ପତ୍ତି ନେଇଥିଲେ । ଆଉ ଏଥିରେ ତାଙ୍କର ବ୍ୟବସାୟୀ ସ୍ବାମୀ ଆନନ୍ଦ ଆହୁଜାଙ୍କର ମଧ୍ୟ ସମର୍ଥନ ରହିଥିଲା । ଅଧିକ ପଢନ୍ତୁ...

ହନିମୁନଠାରୁ ବର୍ଷେ ଦୂରେଇ ରହିଥିଲେ ସୋନମ !
ହନିମୁନଠାରୁ ବର୍ଷେ ଦୂରେଇ ରହିଥିଲେ ସୋନମ !
author img

By

Published : May 8, 2020, 6:38 PM IST

ମୁମ୍ବାଇ: ବିବାହ ପରେ ହନିମୁନକୁ କାହାର ଅପେକ୍ଷା ନଥାଏ । ପୁଣି ସେଲିବ୍ରିଟି ବାହାଘରମାନେ ହନିମୁନ ତ ଆଗୁଆ ସ୍ଥିର ହୋଇଥାଏ । କିନ୍ତୁ ବଲିଉଡର ଷ୍ଟାଇଲିସ ଦିଭା ସୋନମ କପୁରଙ୍କ କଥା କିଛି ଅଲଗା । ତାଙ୍କ ବିବାହର 13 ମାସ ପରେ ସେ ହନିମୁନରେ ଯାଇଥିଲେ । ତେବେ ଏହା ପଛରେ କାରଣ କିଛି ଖାସ୍ ନଥିଲା ।

Sonam and Anand went to Honeymoon after 13 months of wedding
ହନିମୁନଠାରୁ ବର୍ଷେ ଦୂରେଇ ରହିଥିଲେ ସୋନମ !

ପ୍ରକୃତରେ ସୋନମ ନିଜ ୱାର୍କଲୋଡ କାରଣରୁ ଏପରି ବିଳମ୍ବ ନିଷ୍ପତ୍ତି ନେଇଥିଲେ । ଆଉ ଏଥିରେ ତାଙ୍କର ବ୍ୟବସାୟୀ ସ୍ବାମୀ ଆନନ୍ଦ ଆହୁଜାଙ୍କର ମଧ୍ୟ ସମର୍ଥନ ରହିଥିଲା । 2 ବର୍ଷ ଡେଟିଂ କରିବା ପରେ ମେ 8, 2018ରେ ଉଭୟ ବିବାହ କରିଥିଲେ । ସୋନମଙ୍କ ବାହାଘର ଏକ ବଲିଉଡ ଉତ୍ସବ ଭଳି ହୋଇଥିଲା । ଏଥିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ଆକର୍ଷଣୀୟ ସାଜସଜ୍ଜା ଓ ଧୁମଧାମରେ ଆୟୋଜନ ହୋଇଥିଲା ବାହାଘର । ତେବେ ବିବାହ ପରେ ଅଧିକାଂଶ କପୁଲ ନୂଆ ନୂଆ ଜାଗାକୁ ବୁଲି ଯାଆନ୍ତି । ହେଲେ ସୋନମ ନିଜ କାର୍ଯ୍ୟବ୍ୟସ୍ତତାରେ ହଜିଯାଇଥିଲେ ।

ବାହାଘର ପରେ ସେ ସିଧା କାନ୍ସ ଫେଷ୍ଟିଭାଲ ଯାଇଥିଲେ । ଯେଉଁଠାରେ ତାଙ୍କୁ ରେଡ କାର୍ପେଟରେ ଚାଲିବାର ଥିଲା । ସେଠାରୁ ଫେରିବା ପରେ ତାଙ୍କ ଫିଲ୍ମ ଭୀରେ ଦି ୱେଡିଂର ପ୍ରମୋସନରେ ସେ ବ୍ୟସ୍ତ ରହିଥିଲେ । ଆଧୁନିକ ଝିଅ ଯେଉଁମାନେ ଉଭୟ ପେସାଦାର ଓ ବ୍ୟକ୍ତିଗତ ଲାଇଫରେ ସକସେସ ପାଇଁ ବ୍ୟାକୁଳ ଥାଆନ୍ତି ସେମାନଙ୍କ ପାଇଁ ସୋନମ ଏକ ଉଦାହରଣ ଥିଲେ । ପେସାଦାର ଲାଇଫକୁ ସେ ପ୍ରାଧାନ୍ୟ ଦେଇଥିଲେ । ହେଲେ ସମାନ ସମୟରେ ଯେତେବେଳେ ବିରତି ମିଳେ ସୋନମ ବ୍ୟକ୍ତିଗତ ଲାଇଫକୁ ମଧ୍ୟ ଗୁରୁତ୍ବ ଦେଇଥିଲେ ।

ଶେଷରେ ବିବାହର 13 ମାସ ପରେ ସୋନମ ଓ ଆନନ୍ଦ ଜୁଲାଇ 2019ରେ ହନିମୁନରେ ଜାପାନ ଯାଇଥିଲେ । ସୋସିଆଲ ମିଡିଆରେ ଏହାକୁ ପୋଷ୍ଟ କରି ସୋନମ ଲେଖିଥିଲେ ଯେ ଏହା ତାଙ୍କ ଲାଇଫର ବେଷ୍ଟ ଟାଇମ । କାରଣ ସେ ନିଜ ବେଷ୍ଟ ଫ୍ରେଣ୍ଡକୁ ନିଜ ସ୍ବାମୀ ଭାବରେ ପାଇଛନ୍ତି । ଆନନ୍ଦଙ୍କୁ ସୋନମ ନିଜର ଲକି ମାସ୍କଟ ଭାବେ ମାନନ୍ତି । ସେହିପରି ଆନନ୍ଦ ସୋନମଙ୍କୁ ଗାଇଡିଂ ଷ୍ଟାର ବୋଲି କୁହନ୍ତି । ଉଭୟଙ୍କ ବିବାହ ବାର୍ଷିକୀରେ ଇଟିଭି ଭାରତ ପକ୍ଷରୁ ଅନେକ ଶୁଭେଚ୍ଛା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.