ETV Bharat / sitara

ପିପିଇ କିଟ ଦାନ କରିଥିବାରୁ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଲେ ସୋନାକ୍ଷୀ ସିହ୍ନା

ସୋନାକ୍ଷୀ ସିହ୍ନାଙ୍କ ପ୍ରଶଂସକମାନେ ପୁନେର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହସ୍ପିଟାଲକୁ ପିପିଇ କିଟ ଦାନ କରିଛନ୍ତି । ଏନେଇ ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆକୁ ଯାଇ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅଧିକ ପଢନ୍ତୁ...

author img

By

Published : May 15, 2020, 12:10 AM IST

sonakshi sinha thanks fans for donating ppe kits
ପିପିଇ କିଟ ଦାନ କରିଥିବାରୁ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଲେ ସୋନାକ୍ଷୀ ସିହ୍ନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଶଂସକମାନେ ପୁନେର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହସ୍ପିଟାଲକୁ ପିପିଇ କିଟ ଦାନ କରିଛନ୍ତି । ଏନେଇ ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆକୁ ଯାଇ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୋନାକ୍ଷୀ କହିଛନ୍ତି ଯେ, ଆପଣ ସମସ୍ତେ ମୋର ପ୍ରିୟ ଲୋକ, ଆପଣମାନଙ୍କର ଅବଦାନ ପାଇଁ ଧନ୍ୟବାଦ । ଆମକୁ ଆମର ଫ୍ରଣ୍ଟଲାଇନ ମେଡିକାଲ କର୍ମଚାରୀମାନଙ୍କୁ ଏକାଠି ସୁରକ୍ଷିତ କରିବାକୁ ପଡିବ ।

ସୋନାକ୍ଷୀ ଡାକ୍ତରଖାନା ପାଇଁ ପ୍ରସ୍ତୁତ ହେଉଥିବା ପିପିଇ କିଟ ନେଇଥିବା ବିରାଟ ବାକ୍ସର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ନିକଟରେ କୋଭିଡ -19ର ମହାମାରୀ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ପିପିଇ କିଟ ପାଇଁ ସୋନାକ୍ଷୀ ଅଭିଯାନ ଚଲାଇଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.