ETV Bharat / sitara

ମାଳଦ୍ବୀପକୁ ମିସ୍ କରୁଛନ୍ତି ସୋନାକ୍ଷୀ - sonakshi-sinha-saree-hot-photo

ସୋନାକ୍ଷୀ ମାଳଦ୍ବୀପର ବିଚ୍ ଏବଂ ସନସେଟକୁ ବହୁତ ମିସ୍ କରୁଛନ୍ତି । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ମାଳଦ୍ବୀପ ଟ୍ରିପରୁ ତାଙ୍କର ବିକିନିରେ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

sonakshi-sinha-saree-hot-photo-in-bikini-from-her-last-maldives-vacation
ମାଳଦ୍ବୀପକୁ ମିସ୍ କରୁଛନ୍ତି ସୋନାକ୍ଷୀ
author img

By

Published : Mar 26, 2021, 10:52 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି । ଏବେ ସୋନାକ୍ଷୀ ମୁମ୍ବାଇରେ ଅଛନ୍ତି କିନ୍ତୁ ତାଙ୍କ ହୃଦୟ ଭାରତରେ ନୁହେଁ ବରଂ ମାଲଦ୍ବୀପରେ ଅଛି ।

ସୋନାକ୍ଷୀ ମାଳଦ୍ବୀପର ବିଚ୍ ଏବଂ ସନସେଟ କୁ ବହୁତ ମିସ୍ କରୁଛନ୍ତି । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ମାଳଦ୍ବୀପ ଟ୍ରିପରୁ ତାଙ୍କର ବିକିନିରେ ଫଟୋ ସେୟାର କରିଛନ୍ତି ।

ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସମୁଦ୍ର କୂଳରେ ଥିବା ଏକ କଳା ବିକିନି ପିନ୍ଧି ସୂର୍ଯ୍ୟାସ୍ତ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି।

ଏହି ଫଟୋ ସେୟାର କରି କ୍ୟାପସନରେ ସୋନାକ୍ଷୀ ଲେଖିଛନ୍ତି, 'ମୁଝେ ଓ୍ବାପସ ଲେ ଚଲୋ ' ।

ସୋନାକ୍ଷୀଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

ପ୍ରକାଶ ଥାଉ ଯେ, ସୋନାକ୍ଷୀଙ୍କୁ ଶେଷ ଥର ପାଇଁ ସଲମାନ ଖାନଙ୍କ ସହ ଦବଙ୍ଗ-3 ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସୋନାକ୍ଷୀ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ'ରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନଙ୍କ ସହ ନଜର ଆସିବେ। ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟ ପରିବର୍ତ୍ତେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.