ETV Bharat / sitara

ପାକ କ୍ୟାପଟେନ ସମର୍ଥନରେ ସୋନା

author img

By

Published : Jun 2, 2019, 3:04 PM IST

ପ୍ରଥମେ ପ୍ରିୟଙ୍କା ଏବେ ପାକ କ୍ୟାପଟେନଙ୍କ ସମର୍ଥନରେ ବାହାରିଛନ୍ତି ଗାୟିକା ସୋନା ମହାପାତ୍ର । ପାକ କ୍ୟାପଟେନଙ୍କ ଡ୍ରେସକୁ ନେଇ ହେଉଥିବା ଟ୍ରୋଲ ବିରୁଦ୍ଧରେ ସୋନା ।

ଡିଜାଇନ ଫଟୋ

ହାଇଦ୍ରାବାଦ: ନିକଟରେ ଆରମ୍ଭ ହୋଇଛି ଆଇସିସି କ୍ରିକେଟ ବିଶ୍ବ କପ । ମ୍ୟାଚର ଆରମ୍ଭ ପୂର୍ବରୁ ସବୁ ଦଳର କ୍ୟାପଟେନ କୁଇନ ଏଲିଜାବେଥଙ୍କ ସହ ଫଟୋ ନେଇଛନ୍ତି । ତେବେ ଫଟୋରେ ଥିବା ପାକିସ୍ଥାନ କ୍ୟାପଟେନ ସରଫରାଜ ଅହମ୍ମଦକୁ ନେଇ ଆରମ୍ଭ ହୋଇଛି ଟ୍ରୋଲ ।

sona mohapatra
ଫଟୋ ସୌଜନ୍ୟ: ଟ୍ବିଟର/SONA

ଫଟୋରେ ସମସ୍ତେ ଫର୍ମାଲ ଜ୍ୟାକେଟ ସହ ଟାଏରେ ଥିବାବେଳେ ସରଫରାଜ ପାକିସ୍ଥାନର ପାରମ୍ପରିକ ପାଏଜାମା କୁର୍ତ୍ତୀରେ ଥିଲେ । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ମଜାକ ଉଡାଯାଇଛି । ସୋସିଆଲମିଡିଆରେ ଆକ୍ଟିଭ ରହୁଥିବା ଲେଖକ ତାରିକ ଫତେହ ଟ୍ବିଟ କରି ସରଫରାଜଙ୍କ ମଜାକ ଉଡେଇଥିଲେ ।

ICC cricket world cup
ଫଟୋ ସୌଜନ୍ୟ: ଟ୍ବିଟର/Tarek Fatah ‏

ତାରିକ ଫତେହଙ୍କ ଏହି ଟ୍ବିଟର ଜବାବ ଦେଇଛନ୍ତି ଗାୟିକା ସୋନା ମହାପାତ୍ର । ସରଫରାଜଙ୍କୁ ସମର୍ଥନ କରି ସୋନା କହିଛନ୍ତି ପାଏଜେମା, ଚୁଡିଦାରରେ ଖରାପ କଣ! ନିଜ ମାଟି ସହ ଯଡିତ ରହିବା ଭୁଲ ନୁହେଁ ବୋଲି କହିଛନ୍ତି ସୋନା ।

ସୋନା ଏହା ପ୍ରଥମ ଥର ନୁହେଁ ପୂର୍ବରୁ ପ୍ରିୟଙ୍କା ଚୋପ୍ରାଙ୍କ ସମର୍ଥନରେ ମଧ୍ୟ ବାହାରିଥିଲେ ଯେତେବେଳେ ସଲମାନ ‘ଭାରତ’ ଫିଲ୍ମରୁ ବ୍ୟାକଆଉଟକୁ ନେଇ ପ୍ରିୟଙ୍କାଙ୍କୁ ଟାର୍ଗେଟ କରୁଥିଲେ । ମାତ୍ର ସୋନାଙ୍କୁ ଏଥିପାଇଁ ହତ୍ୟା ଧମକ ମଧ୍ୟ ମିଳିଥିଲା ।

Intro:Body:

fgdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.