ETV Bharat / sitara

‘ଥାପଡ’ ଟ୍ରେଲର ପ୍ରଶଂସାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି

ଚଳିତ ମାସ 28 ତାରିଖରେ ରିଲିଜ ହେବାକୁ ଯାଉଛି ତାପସୀ ପନ୍ନୁଙ୍କ ଆଗାମୀ ଫିଲ୍ମ ‘ଥାପଡ’। ଟ୍ରେଲର ରିଲିଜ ପରଠୁ ଫିଲ୍ମ ଦେଖିବାକୁ ବ୍ୟାକୁଳ ଦର୍ଶକ।

author img

By

Published : Feb 10, 2020, 6:24 PM IST

smriti irani
ଡିଜାଇନ ଫଟୋ

ମୁମ୍ବାଇ: ବର୍ତ୍ତମାନ ଚର୍ଚ୍ଚାରେ ତାପସୀ ପନ୍ନୁଙ୍କ ଚର୍ଚ୍ଚିତ ଫିଲ୍ମ ‘ଥାପଡ’। ନିକଟରେ ଏହି ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଫ୍ୟାନ୍ସ ଟ୍ରେଲରେ ଜବରଦସ୍ତ ପ୍ରତିକ୍ରିୟା ଦେଇଥିଲେ । ଆଉ ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଫିଲ୍ମର ଟ୍ରେଲର ଦେଖି ପ୍ରତିକ୍ରିୟା ରଖିଛନ୍ତି । ଟ୍ରେଲର ଦେଖିସେ କହିଛନ୍ତି ମହିଳାକୁ ହିଁ ଆଡଜେଷ୍ଟ କରିବାକୁ ପଡିଥାଏ । ଅନେକ ଲୋକଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ, ମାରପିଟ କେବଳ ଗରିବ ମହିଳାଙ୍କ ସ୍ବାମୀ କରିଥାଆନ୍ତି । ଅନେକ ଲୋକ ଏପରି ମଧ୍ୟ ଭାବୁଛନ୍ତି।

ଶିକ୍ଷିତ ବ୍ୟକ୍ତି କେବେ ହାତ ଉଠାଏ ନାହିଁ । ଅନେକ ଲୋକ ଏହି କଥାରେ ମଧ୍ୟ ବିଶ୍ବାସ ରଖନ୍ତି । ଅନେକ ମା' ନିଜ ଝିଅକୁ ଏହା କହି ବୁଝାଇଥାଆନ୍ତି ଯେ ଏପରି ତାଙ୍କ ସହିତ ମଧ୍ୟ ହୋଇଛି ହେଲେ ଆଜି ଆମେ କେତେ ଖୁସି ଅଛୁ ବୋଲି କହିଛନ୍ତି ସ୍ମୃତି ।

ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ ହୁଏତଃ ସେ ନିର୍ଦ୍ଦେଶକଙ୍କ ପଲିଟିକାଲ ଆଇଡିଆକୁ ବୁଝିନପାରନ୍ତି । ହେଲେ ଏହା ଏକ ଏମିତି ପ୍ରସଙ୍ଗ ଯାହା ଫିଲ୍ମ ମାଧ୍ୟମରେ ସମାଜର ଆଖି ଖୋଲିବାକୁ ଯାଉଛି । ସେ ଫିଲ୍ମ ଦେଖିବାକୁ ନିହାତି ଯିବେ । ଆଶା କରୁଛନ୍ତି ଯେ ବାକି ଲୋକ ମଧ୍ୟ ନିଜ ପରିବାର ସହ ଫିଲ୍ମ ଦେଖିବାକୁ ଯିବେ । ଗୋଟି ଚାପୁଡା ବି ମାରିବା ଭୁଲ । ଏହା କେବଳ ଗୋଟିଏ ଚାପୁଡା ନୁହେଁ।

ସେ ଇନଷ୍ଟାଗ୍ରାମରେ ‘ଥାପଡ’ର ଟ୍ରେଲର ସେୟାର କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ତାଙ୍କ ଏହି ପୋଷ୍ଟରେ ଅନେକ ୟୁଜର୍ସଙ୍କ କମେଣ୍ଟ ଦେଖିବାକୁ ମିଳୁଛି । ଅନ୍ୟପଟେ ତାପସୀ ମଧ୍ୟ ସ୍ମୃତିଙ୍କୁ ଫିଲ୍ମର ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଥାଉକି ଟ୍ରେଲର ଦେଖି ଅନେକ ଦର୍ଶକଙ୍କ ଫିଲ୍ମ ହିଟ୍ ହେବାର କଳ୍ପନା କରି ସାରିଲେଣି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.