ETV Bharat / sitara

ସ୍ମିତାଙ୍କ 69ତମ ଜନ୍ମବାର୍ଷିକୀ, ଆଜି ବି ସ୍ମରଣୀୟ ସେହି 10ବର୍ଷ - ଫିଲ୍ମ ‘ଆଜ କି ଆୱାଜ’

ମାତ୍ର 10 ବର୍ଷ କ୍ୟାରିୟର ଆଉ 60 ଫିଲ୍ମ । ଦମଦାର ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ଦର୍ଶକଙ୍କୁ କରିଥିଲେ ମୋହିତ । ଆଜି ସେହି ମହାନ୍ ଅଭିନେତ୍ରୀ ସ୍ମିତା ପାଟଲଙ୍କ ଜନ୍ମ ବାର୍ଷିକୀ ।

ଡିଜାଇନ ଫଟୋ
author img

By

Published : Oct 17, 2019, 8:48 AM IST

ମୁମ୍ବାଇ: ଆଜି ମଧ୍ୟ ବଲିଉଡର ଅଭିନେତ୍ରୀ ଲୋକପ୍ରିୟ ଅଦାକାରା ସ୍ମିତା ପାଟିଲଙ୍କ ଭଳି ସ୍ଥାନ ପାଇବା ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର 10 ବର୍ଷ ଫିଲ୍ମ କ୍ୟାରିୟରେ ସ୍ମିତା ନିଜ ଶାନଦାର ଅଭିନୟ ଜରିଆରେ ହଜାର ହଜାର ଦର୍ଶକଙ୍କ ମନ ଚୋରି କରିଥିଲେ । ଆଜି ଏହି ଅଭିନେତ୍ରୀଙ୍କ 69ତମ ଜନ୍ମବାର୍ଷିକୀ । 1955ରେ ଜନ୍ମିତ ସ୍ମିତାଙ୍କ ସୌନ୍ଦର୍ଯ୍ୟର ମଧ୍ୟ କୌଣସି ତୁଳନା ନାହିଁ ।

ସ୍ମିତାଙ୍କ ଫିଲ୍ମ କ୍ୟାରିୟର ହୁଏତଃ ବହୁତ ଛୋଟ ଥିଲା କିନ୍ତୁ ନିଜ ଛୋଟ ଫିଲ୍ମ କ୍ୟାରିୟରରେ ସେ କଳାର ପ୍ରଦର୍ଶନ ବେଶ ଦେଖାଇଥିଲେ । 10 ବର୍ଷ ଫିଲ୍ମ କ୍ୟାରିୟରରେ ସ୍ମିତା ପାଖାପାଖି 60ଟି ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କୁ ଫିଲ୍ମ ‘ଚକ୍ର’ ପାଇଁ ନ୍ୟାସନାଲ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

photo-3
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ମିତା ପାଟିଲ ଫ୍ୟାନକ୍ଲବ

ସେ ଫିଲ୍ମ ବ୍ୟତୀତ ନିଜ ଲଭଲାଇଫକୁ ନେଇ ମଧ୍ୟ ଦର୍ଶକଙ୍କ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଫେମସ ଅଭିନେତା ରାଜ ବବ୍ବରଙ୍କ ସହ ତାଙ୍କ ରିଲେସନଶିପର ଚର୍ଚ୍ଚା ସେହି ସମୟରେ ଖୁବ୍ ହୋଇଥିଲା । ସେ ଫିଲ୍ମ ‘ଆଜ କି ଆୱାଜ’ରେ ରାଜଙ୍କ ସହ କାମ କରିଥିଲେ ।

photo-2

ଏହି ଫିଲ୍ମ ପରେ ଦୁଇଜଣଙ୍କ ମଧ୍ୟରେ ଆଫେୟର ଆରମ୍ଭ ହୋଇଯାଇଥିଲା । କିନ୍ତୁ ରାଜ୍ ପୂର୍ବରୁ ହିଁ ବିବାହିତ ଥିଲେ । ତାଙ୍କ ପୂର୍ବ ପତ୍ନୀଙ୍କ ନାମ ନାଦିରା ବବ୍ବର ଥିଲା । ଆଉ ଦୁଇ ପୁଅ, ଝିଅ ମଧ୍ୟ ଥିଲେ । ସ୍ମିତାଙ୍କ ବିଷୟରେ ଜାଣିବା ପରେ ରାଜଙ୍କ ପିତା-ମାତା ପୁଅକୁ କହିଥିଲେ କି ଘର କିମ୍ବା ସ୍ମିତାଙ୍କ ମଧ୍ୟରୁ ଜଣକୁ ଚୟନ କରିବା ପାଇଁ । ଏହାପରେ ଆଉ କଣ ଥିଲା ସ୍ମିତାଙ୍କ ପ୍ରେମରେ ଦିୱାନା ଥିବା ରାଜ୍ ପରିଶେଷରେ ନିଜ ଘର ପରିବାର ଛାଡି ସ୍ମିତାଙ୍କ ହାତ୍ ଧରିବାକୁ ଚାଲିଯାଇଥିଲେ ।

photo-4

1986ରେ ରାଜ୍ ଓ ସ୍ମିତା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇଜଣଙ୍କ ପୁଅ ପ୍ରତୀକ ବବ୍ବର । ଯିଏ ଆଜି ବଲିଉଡର ଜଣେ ପପୁଲାର ହିରେ । କିନ୍ତୁ ପୁଅକୁ ଜନ୍ମ ଦେବାର କିଛି ସମୟ ପରେ ସ୍ମିତାଙ୍କ ମୃତ୍ୟୁ ଘଟିଥିଲା । ମାତ୍ର 31 ବର୍ଷ ବୟସରେ ସ୍ମିତା ଦୁନିଆକୁ ଅଲବିଦା କହିଥିଲେ । ବଲିଉଡରେ ତାଙ୍କ ଯୋଗଦାନ ପାଇଁ ଆଜି ମଧ୍ୟ ସେ ସମସ୍ତଙ୍କ ମନରେ ଜୀବିତ ।

photo-1

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.