ETV Bharat / sitara

ସିଦ୍ଧାର୍ଥଙ୍କ ଡେବ୍ୟୁ ସିରିଜ 'Broken But Beautiful 3'ର ଟ୍ରେଲର ରିଲିଜ

ଆସନ୍ତା 29ରେ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଉଛି ସିଦ୍ଧାର୍ଥଙ୍କ ଡେବ୍ୟୁ ସିରିଜ 'Broken But Beautiful 3'। ଏବେ ରିଲିଜ ହୋଇଯାଇଛି ଏହାର ରୋମାଣ୍ଟିକ ଟ୍ରେଲର ।

author img

By

Published : May 17, 2021, 7:13 AM IST

Updated : May 18, 2021, 4:37 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: 'ବିଗବସ୍ 13'ର ବିଜେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଖୁବ୍ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥଙ୍କ ଡେବ୍ୟୁ ୱେବ୍ ସିରିଜ୍ ହେଉଛି 'Broken But Beautiful 3', ଯାହାର ଦୁଇଟି ସିଜିନ ପୂର୍ବରୁ ରିଲିଜ୍ ହୋଇସାରିଛି । ନିକଟରେ ଏହାର ଟିଜର ରିଲିଜ ହୋଇଥିବା ବେଳେ ଏବେ ଏହାର ଟ୍ରେଲର ରିଲିଜ କରିଛନ୍ତି ମେକର୍ସ ।

  • " class="align-text-top noRightClick twitterSection" data="">

ଅଲ୍ଟ ବାଲାଜୀର ଏହି ରୋମାଣ୍ଟିକ ସିରିଜରେ ସିଦ୍ଧାର୍ଥଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ସୋନିଆ ରାଠୀ । ସେହିପରି ସିରିଜରେ ସିଦ୍ଧାର୍ଥ ଅଗସ୍ତ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସୋନିଆଙ୍କୁ ରୁମି ଭୂମିକାରେ ଦେଖିବାକୁ ମିଳିବ। ଯାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳୁଛି ।

ପ୍ରେମ, ଧୋକାକୁ ନେଇ ଆଧାରିତ 'Broken But Beautiful 3'। ଟ୍ରେଲର ରିଲିଜ ସହ ସିରିଜ ଷ୍ଟ୍ରିମିଂ ତାରିଖ ମଧ୍ୟ ଘୋଷଣା ହୋଇଛି । ଆସନ୍ତା 29 ତାରିଖରେ ଓଟିଟି ପ୍ଲାଟଫର୍ମରେ ଦର୍ଶକ ଦେଖିପାରିବେ ସିରିଜ ।

ପ୍ରକାଶ ଥାଉକି ଏହାପୂର୍ବରୁ, 'Broken But Beautiful'ର ଉଭୟ ଦୁଇଟି ପାର୍ଟ ବହୁତ ଲୋକପ୍ରିୟ ହୋଇଥିଲା ।

Last Updated : May 18, 2021, 4:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.