ETV Bharat / sitara

କ୍ୟାଟଙ୍କ ଉପରେ ଖପ୍ପା ଥିଲେ ଶ୍ରଦ୍ଧା, ପଢନ୍ତୁ

author img

By

Published : Jan 8, 2020, 11:50 PM IST

ପୁଣିଥରେ ପରଦାରେ ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ । ହେଲେ ପୂର୍ବରୁ ‘ଷ୍ଟ୍ରିଟ ଡାନ୍ସର 3ଡି’ ଫିଲ୍ମକୁ ନେଇ ରାଗିଥିଲେ ଶ୍ରଦ୍ଧା । କାରଣ ଫିଲ୍ମ ପାଇଁ ପ୍ରଥମ ପସନ୍ଦ ଶ୍ରଦ୍ଧା ନଥିଲେ ।

shraddha kapoor
ଡିଜାଇନ ଫଟୋ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ଚର୍ଚ୍ଚିତ ଫିଲ୍ମ ‘ଷ୍ଟ୍ରିଡ ଡାନ୍ସର 3ଡି’ ରିଲିଜ ହେବାକୁ ଆଉ କିଛି ଦିନ ବାକି ଅଛି । ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଦର୍ଶକ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଦମଦାର ଟ୍ରେଲର ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଆହୁରି ବଢାଇ ଦେଇଥିଲା । ଶ୍ରଦ୍ଧା ମଧ୍ୟ ଏହାର ପୂର୍ବ ଫିଲ୍ମ ‘ଏବିସିଡି 2’ ଅପେକ୍ଷା ଷ୍ଟ୍ରିଟ ଡାନ୍ସରରେ ଶାନଦାର ଡାନ୍ସ କରୁଥିବାର ନଜର ଆସିବେ । ହେଲେ ସମସ୍ତଙ୍କୁ ଜଣାଅଛି ଯେ ‘ଷ୍ଟ୍ରିଟ ଡାନ୍ସ 3ଡି’ ପାଇଁ ମେକର୍ସଙ୍କ ପ୍ରଥମ ପସନ୍ଦ ଶ୍ରଦ୍ଧା ନଥିଲେ । ଯାହାକୁ ନେଇ ଅସନ୍ତୋଷ ଥିଲେ ଶ୍ରଦ୍ଧା ।

‘ଏବିସିଡି 2’ ପରେ ଯେବେ ‘ଷ୍ଟ୍ରିଟ ଡାନ୍ସର 3ଡି’ କାଷ୍ଟିଂ ଆରମ୍ଭ ହୋଇଥିଲା । ସେଥିରେ ବରୁଣଙ୍କୁ ରିପିଟ କରାଯାଇଥିଲା । ହେଲେ ମୁଖ୍ୟ ଅଭିନେତ୍ରୀ ପାଇଁ ଫିଲ୍ମ ନିର୍ଦ୍ଦେଶକ ରେମୋ ଡିସୁଜାଙ୍କ ପ୍ରଥମ ପସନ୍ଦ ଶ୍ରଦ୍ଧ ନୁହେଁ ବରଂ ସେକ୍ସୀ କ୍ୟାଟ୍ରିନା କୈଫ ଥିଲେ । କ୍ୟାଟଙ୍କୁ ଫିଲ୍ମ ପାଇଁ ଚୟନ ମଧ୍ୟ କରିସାରିଥିଲେ ରେମୋ ।

ଆଉ ଯେତେବେଳେ ଏହି କଥା ଶ୍ରଦ୍ଧାଙ୍କୁ ଜଣା ପଡିଥିଲା ସେ ରାଗି ଯାଇଥିଲେ । ଅନ୍ୟପଟେ କ୍ୟାଟ ‘ଭାରତ’ ସୁଟିଂ ସିଡ୍ୟୁଲ ପାଇଁ ‘ଷ୍ଟ୍ରିଟ ଡାନ୍ସ 3ଡି’କୁ ସମୟ ଦେଇପାରିଲେ ନାହିଁ । ଯାହାଦ୍ବାରା ତାଙ୍କ ହାତରୁ ଏହି ଫିଲ୍ମ ଚାଲିଯାଇଥିଲା ପରେ ମେକର୍ସ ପୁଣି ଶ୍ରଦ୍ଧାଙ୍କୁ ଏହି ଫିଲ୍ମର ଅଫର ଦେଇଥିଲେ । ଫିଲ୍ମ ଅଫର ପାଇଁ ଶ୍ରଦ୍ଧା ନିଜ ରାଗ ଭୁଲି ଖୁସି ଖୁସି ଫିଲ୍ମରେ କାମ କରିବାକୁ ହଁ ମାରିଥିଲେ ।

ପ୍ରକାଶ ଥାଉକି ‘ଷ୍ଟ୍ରିଟ ଡାନ୍ସର 3ଡି’ ଆସନ୍ତା 24 ତାରିଖରେ ରିଲିଜ ହେବାକୁ ଯାଉଛି । ବରୁଣ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଫିଲ୍ମରେ ବେଲି ଡାନ୍ସର ନୋରା ଫତେହୀ ଓ ପ୍ରଭୁଦେବା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.