ETV Bharat / sitara

ରଣବୀରଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଶ୍ରଦ୍ଧା

author img

By

Published : Jan 18, 2020, 5:46 PM IST

ଖୁବଶୀଘ୍ର ପରଦାରେ ରଣବୀର କପୁର ଓ ଶ୍ରଦ୍ଧାଙ୍କ ଲଭ କେମେଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ। ଫେମସ ନିର୍ମାତା ଲଭ ରଞ୍ଜନଙ୍କ ଅପକମିଂ ଫିଲ୍ମରେ ନଜର ଆସିବେ ଏହି ଯୋଡି। ଯାହାକୁ ନେଇ ଏକ୍ସାଇଟେଡ ଶ୍ରଦ୍ଧା।

shraddha kapoor
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସ 3ଡି’ ପ୍ରମୋଶନରେ ଖୁବ୍ ବ୍ୟସ୍ତ । ଫିଲ୍ମରେ ତାଙ୍କ ସହ ପୁଣି ରୋମାନ୍ସ କରୁଥିବାର ନଜର ଆସିବେ ଚାର୍ମିଂ ଆକ୍ଟର ବରୁଣ ଧୱନ । ଫିଲ୍ମରେ ଭାରତ-ପାକିସ୍ତାନ ଡାନ୍ସ ଲଢେଇ ଦେଖିବାକୁ ମିଳିବ । ଆସନ୍ତା 14 ତାରିଖରେ ରିଲିଜ ହେବାକୁ ଯାଉଛି ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ । ‘ଷ୍ଟ୍ରିଟ ଟାନ୍ସ 3ଡି’ ବ୍ୟତୀତ ଶ୍ରଦ୍ଧା ଖୁବଶୀଘ୍ର ବି-ଟାଉନର ରୋମାଣ୍ଟିକ ଆକ୍ଟର ରଣବୀର କପୁରଙ୍କ ସହ ନଜର ଆସିବାକୁ ଯାଉଛନ୍ତି ।

କିଛି ଦିନ ପୂର୍ବରୁ ଲଭ ରଞ୍ଜନଙ୍କ ଏହି ଫିଲ୍ମର ଘୋଷଣା ହୋଇଥିଲା । ଇତିମଧ୍ୟରେ ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ ନଜର ଆସୁଛନ୍ତି ଶ୍ରଦ୍ଧା । ଏକଥା ଆମେ କହୁନାହୁଁ ଏହାର ଖୁଲାସା ସେ ନିଜ କରିଛନ୍ତି । ପ୍ରଥମଥର ରଣବୀର ଓ ଲଭ ରଞ୍ଜନଙ୍କ ସହ କାମ କରିବାକୁ ଯାଉଥିବା ଶ୍ରଦ୍ଧା ଏକ ସାକ୍ଷାତକାରରେ ଫିଲ୍ମକୁ ନେଇ ଅନେକ କଥା ସେୟାର କରିଥିଲେ ।

ସେ କହିଥିଲେ ଯେ ତାଙ୍କୁ ଲଭଙ୍କ ସବୁ ଫିଲ୍ମ ବହୁତ ଭଲ ଲାଗେ । ଏହି କ୍ରମରେ ‘ପ୍ୟାର କା ପଞ୍ଚନାମା’, ‘ସୋନୁ କି ଟିଟୁ କି ସ୍ବିଟୀ’ ଭଳି ଫିଲ୍ମ ସାମିଲ ଅଛି । ସେ ରଣବୀରଙ୍କ ସହ କାମ କରିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଯିଏ ଆଜିକା ପିଢିର ବେଷ୍ଟ ଆକ୍ଟର । ତାଙ୍କ ସହ କାମ କରିବା ଖୁବ ଶାନଦାର ହେବ । ପୂର୍ବରୁ କୌଣସି ମଧ୍ୟ ଫିଲ୍ମରେ ତାଙ୍କୁ ରଣବୀରଙ୍କ ସହ କାମ କରିବାକୁ ଅଫର ମିଳିନଥିଲା । ଏବେ ତାଙ୍କ ସ୍ବପ୍ନ ପୁରା ହେବାକୁ ଯାଉଛି। ‘ଷ୍ଟ୍ରିଟ ଡାନ୍ସର 3ଡି’ ରିଲିଜ ପରେ ସେ ନିଜ ଆଗାମୀ ଫିଲ୍ମର ପ୍ରସ୍ତୁତି ଆରମ୍ଭ କରିବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.