ETV Bharat / sitara

'ସାହୋ'@1, ଫଟୋ ସେୟାର କରି ସେଲିବ୍ରେଟ କଲେ କଳାକାର - shraddha kapoor and prabhas celebrates

ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ସାହୋ ଆଜି 1 ବର୍ଷ ପୂରଣ କରିଛି । ଏଭଳି ପରିସ୍ଥିତିରେ ଉଭୟ କଳାକାର ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସେଲିବ୍ରେଟ କରିଛନ୍ତି । ଅଧିକ ପଢନ୍ତୁ...

shraddha kapoor and prabhas celebrates one year of saaho
'ସାହୋ'@1, ଫଟୋ ସେୟାର କରି ସେଲିବ୍ରେଟ କଲେ କଳାକାର
author img

By

Published : Aug 30, 2020, 6:09 PM IST

ମୁମ୍ବାଇ: ଜଣାଶୁଣା ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ସାହୋ' ଆଜି ରିଲିଜ୍ ହେବାର ଏକ ବର୍ଷ ପୂରଣ କରିଛି ।

ଆକ୍ସନ୍ ଡ୍ରାମାରେ ଭରପୁର ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ।

ଏହି ଚଳଚ୍ଚିତ୍ରର ପ୍ରଥମ ବାର୍ଷିକୀରେ ପ୍ରଭାସ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ପ୍ରଭାସ ଲେଖିଛନ୍ତି, ମୋର ହୃଦୟସ୍ପର୍ଶୀ ପ୍ରଶଂସକ ଏବଂ ସାହୋ ଟିମକୁ ସେମାନଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ।

ଏଥିସହିତ ପ୍ରଭାସ ତାଙ୍କ ପୋଷ୍ଟକୁ ଫିଲ୍ମ ଟିମର ସଦସ୍ୟମାନଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

ପ୍ରଭାସଙ୍କ ବ୍ୟତୀତ ଶ୍ରଦ୍ଧା ମଧ୍ୟ ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ଶ୍ରଦ୍ଧା ଲେଖିଛନ୍ତି, "ସାହୋ ଏକ ବର୍ଷ " ।

ଆଗାମୀ ସମୟରେ, ପ୍ରଭାସ 'ରାଧେଶ୍ୟାମ୍', 'ଆଦିପୁରୁଷ' ଏବଂ ଦୀପିକା ପାଦୁକୋନଙ୍କ ସହ ଏକ ଚଳଚ୍ଚିତ୍ରରେ ନଜର ଆସିବେ ।

ଅନ୍ୟପକ୍ଷରେ ଶ୍ରଦ୍ଧା ତେଲୁଗୁ ତାରକା ମହେଶ ବାବୁଙ୍କ ସହ 'ଗୀତା ଗୋବିନ୍ଦମ୍' ଖ୍ୟାତି ପରଶୁରାମଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.