ETV Bharat / sitara

ଶିଳ୍ପାଙ୍କ ନାଗିନ ଡାନ୍ସ, ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଛାଇଲା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ନୂଆ ଭିଡିଓ। ଯେଉଁଥିରେ ସେ ନାଗିନ ଡାନ୍ସ କରି ସମସ୍ତଙ୍କୁ ମୋହିତ କରିଛନ୍ତି। ଏହି ଭିଡିଓକୁ ଏଯାବତ 40 ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି। ଆପଣ ମଧ୍ୟ ଦେଖନ୍ତୁ ଭିଡିଓ...

shilpa shetty
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ
author img

By

Published : Mar 11, 2020, 11:06 PM IST

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଜବରଦସ୍ତ ଠୁମକା ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କ ଠୁମକା ଦେଖିବାକୁ ସବୁବେଳେ ବ୍ୟାକୁଳ ଫ୍ୟାନ୍ସ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଶିଳ୍ପା ଫ୍ୟାନ୍ସଙ୍କୁ ଏବେ ଦେଇଛନ୍ତି ସରପ୍ରାଇଜ। ସେ ନିଜର ନୂଆ ଟିକ ଟକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ନାଗିନ ଡାନ୍ସ ଦେଖିବାକୁ ମିଳୁଛି। ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଭିଡିଓ ସୌଜନ୍ୟ: ଟିଟଟକ@ଶିଳ୍ପା ସେଟ୍ଟୀ

ଯେଉଁଥିରେ ଶିଳ୍ପା ଲାଲ ରଙ୍ଗ ଶାଢୀ ପିନ୍ଧି ନାଗିନ ଡାନ୍ସ କରୁଥିବାର ଦେଖାଯାଉଛନ୍ତି। ତାଙ୍କ ଏହି ଭିଡିଓକୁ ଏଯାବତ 40 ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି। ଦୁଇଟି ପାର୍ଟରେ ଭିଡିଓକୁ ତିଆରି କରିଛନ୍ତି ସେ । ଗୋଟିଏରେ ଶାଢୀ ପିନ୍ଧିଥିବା ବେଳେ ଆଉ ଗୋଟିଏରେ ତାଙ୍କ ଲୁକ୍ସ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି।

ଏହାକୁ ପୋଷ୍ଟ କରି କ୍ୟାପସନରେ ସେ ଲେଖିଛନ୍ତି, ‘ନାଗିନ ଠୁମକା ।’ ପ୍ରକାଶ ଥାଉକି ଶିଳ୍ପା ପୂର୍ବରୁ ମଧ୍ୟ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଅନେକ ଟିକ ଟକ ଭିଡିଓ ତିଆରି କରିସାରିଛନ୍ତି। ନିକଟରେ ସେ ଦ୍ବିତୀୟଥର ମା' ସାଜିଥିଲେ। ସେରୋଗେସି ଜରିଆରେ ସେ ବେବି ଗାର୍ଲର ମା' ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.