ETV Bharat / sitara

ଇମୋଶନାଲ ହେଲେ ଶାହାରୁଖ

author img

By

Published : Jun 3, 2019, 2:26 PM IST

ଇମୋଶନାଲ ହେଲେ ଶାହରୁଖ । କରଣ ଜୋହର ଓ ଆଦିତ୍ୟ ଚୋପ୍ରାଙ୍କୁ ଦେଇଛନ୍ତି ନିଜ ସଫଳତାରେ ଶ୍ରେୟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଦିନଥିଲା ପରଦାରେ କେବଳ ଶାହାରୁଖଙ୍କ ଫିଲ୍ମ ଦେଖିବାକୁ ମିଳୁଥିଲା । କରଣ ଜୋହର ଓ ଆଦିତ୍ୟ ଚୋପ୍ରାଙ୍କ ସହ ମିଶି ସିରିଜ ହିଟ ଦେଉଥିଲେ କିଙ୍ଗଖାନ । ବଲିଉଡର କିଙ୍ଗ ରୂପରେ ନିଜକୁ ଗଢିପାରିଥିଲେ । ତେବେ ସେସବୁ ଦିନକୁ ମନେ ପକାଇଛନ୍ତି ଶାହାରୁଖ । ଶାହାରୁଖଙ୍କୁ ଇଣ୍ଡଷ୍ଟ୍ରିରେ ନାଁ ବନେଇବାକୁ ସୁଯୋଗ ଦେଇଥିବାରୁ କରଣ ଜୋହର ଓ ଆଦିତ୍ୟ ଚୋପ୍ରାଙ୍କୁ ଧନ୍ୟବାଦ କହିଛନ୍ତି ।

twiteer
ଫଟୋ ସୌଜନ୍ୟ: ଟ୍ବିଟର/ Shahrukk Khan

କରଣ ଜୋହରଙ୍କ ଫିଲ୍ମ ‘ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’,‘ଭିରଜାରା’, ‘କୁଛ କୁଛ ହୋତା ହେ’, ମାଇଁ ନେମ ଇଜ ଖାନ’ଭଳି ସୁପରହିଟ ଚଳଚ୍ଚିତ୍ର ଶାହାରୁଖଙ୍କୁ ପରିଚୟ ଦେଇଥିଲା । ମଧ୍ୟରାତ୍ରିରେ ଶାହାରୁଖ ଟ୍ବିଟ କରି ଇମୋଶନାଲ ହେଇଛନ୍ତି । ସ୍ବପ୍ନ ଦେଖିବା ଭଲ ମାତ୍ର ସ୍ବପ୍ନକୁ ଉପଯୁକ୍ତ ନିର୍ଦ୍ଦେଶନା ମିଳିଲେ ଯାଇ ଏହା ପୂରଣ ହେଇପାରିବ ବୋଲି କହିଛନ୍ତି ଶାହାରୁଖ ।

ଅତିତରେ ଫିଲ୍ମ ‘ଜିରୋ’ର ବିଫଳତା ପରେ ଶାହାରୁଖ କୌଣସି ଫିଲ୍ମରେ ନଜର ଆସିନାହଁନ୍ତି । ତେବେ ଶାହାରୁଖ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତେ ପେ ସତା’ର ସ୍ବିକେଲରେ କାମ କରିବେ । ଏହାକୁ ନିର୍ଦ୍ଦେଶନା ଦେବେ ଫରହା ଖାନ ।

Intro:Body:

dgsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.